Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅର୍ଥ ମନ୍ତ୍ରୀଙ୍କ ହାତରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କର ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି । ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ନିରଞ୍ଜନଙ୍କ ହାତରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି…

ଓଡ଼ିଶାରେ ନୂଆ ନୁହେଁ ନେତା, ମନ୍ତ୍ରୀଙ୍କୁ ଗୁଳି; ପୂର୍ବରୁ ୫ ଜଣ ଏମିତି ହୋଇଛନ୍ତି ଗୁଳିର ଶିକାର

ଭୁବନେଶ୍ବର : କାହିଁକି ନେତା, ମନ୍ତ୍ରୀଙ୍କ ପ୍ରତି ଏତେ ଆକ୍ରୋଶ ? କାହିଁକି ଜନତା ନିଜ ନିର୍ବାଚିତ ନେତାଙ୍କ ଉପେର ଏମିତି ରାଗ ସୁଝାନ୍ତି ? ନେତା, ମନ୍ତ୍ରୀଙ୍କୁ କାହିଁକି ଏମିତି ଗୁଳିର ଶିକାର ହେବାକୁ ପଡେ ?  ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବନାସ ଜୀବନ ଚାଲିଗଲା । ତାହା ପୁଣି…

କୁଆଡ଼େ ଗଲେ ଏଏସଆଇ ଗୋପାଳଙ୍କ ପରିବାର ?

ବ୍ରହ୍ମପୁର: ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ଘର ବ୍ରହ୍ମପୁର ସହର ଆଙ୍କୁଲିରେ। ପ୍ରଥମେ ମନ୍ତ୍ରୀଙ୍କ ଉପରେ ଗୋପାଳ ଗୁଳି ଚଳାଇଥିବା ଖବର ଆସିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଗହଳି ଲାଗିଥିଲା। ଗୋପାଳଙ୍କ ପତ୍ନୀ ଜୟନ୍ତୀ ଏବଂ…

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଶେଷ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏନେଇ ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିଛି ନବ ଦାସଙ୍କ ପାର୍ଥିବ ଶରୀର । ସେଠାରୁ ନିଜ କର୍ମମାଟି…

ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍

ଦଶପଲ୍ଲା: ବାଣୀଗୋଚ୍ଛା ନିକଟରେ ଅଘଟଣ । ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌   । ସୂଚନା ଅନୁଯାୟୀ ହରଭଙ୍ଗା ଅଭିମୁଖେ ଯିବା ସମୟରେ ଡିଭାଇଡରରେ ପିଟି ହୋଇଥିଲା ପରେ ବସ୍ ଟି ଜଳିଯାଇଥିଲା   । ଏନେଇ ସମସ୍ତ ରୋଗୀ ସମେତ ବସ୍ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା…

ନବଙ୍କ ମୃତ୍ୟୁ: ବ୍ୟକ୍ତିଗତ ରାଗ ନା ସୁପାରି କିଲର?

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ହେଲେ ଜଣେ ପୋଲିସ ଏଏସଆଇ ହଠାତ କାହିଁକି ଆସି ତାଙ୍କୁ ଗୁଳି କଲେ ସେ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ପୋଲିସ ଏଏସଆଇ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଏଡିଜି ଅରୁଣ ବୋଥ୍ରାଙ୍କ ତଦନ୍ତ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ…

ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ତିନି ଦିନିଆ ଶୋକ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍…