Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର, ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସମ୍ବଲପୁର…

ଘରୁ ଟାଣି ଆଣି କଚାଡ଼ି ମାରିଲା ହାତୀ

ଖୋର୍ଦ୍ଧା: ନୟାଗଡ଼ ଜିଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ କଚାଡ଼ି ମାରିଲା ହାତୀ । ମୃତ ଯୁବକଜଣକ ହେଲେ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଧୀନ ରଣ୍ଡା ଗ୍ରାମର ଦିଲ୍ଲୀପ ଜେନା । ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ହାତୀ ଉତ୍ପାତ କରୁଥିବାରୁ ଲୋକେ ଘରେ ତାଟି କବାଟ ପକାଇ ରହିଛନ୍ତି ।…

ବିଏମସିର ବାୟୋ ମାଇନିଂ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ବିଏମସିର କାର୍ଯ୍ୟକୁ ବିରୋଧ କରି ଧାରଣା ଓ ରାସ୍ତାରୋକ । ସ୍ଥାନୀୟ ସରପଞ୍ଚଙ୍କ ସହ ଶତାଧିକ ଲୋକ ଚନ୍ଦକା-ପିତାପଲୀ ରାସ୍ତା ଅବରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ସମସ୍ତେ ନାରା ଦେଇଥିଲେ । କହିଥିଲେ, ଗ୍ରାମବାସୀଙ୍କୁ ନ ଜଣାଇ…

ଜାନୁଆରୀ ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ରାଜଧାନୀ, ଜାନୁଆରୀରେ ବଢ଼ୁଛି ତାତି । ଭୁବନେଶ୍ୱରରେ ପାରଦ ଡେଇଁଲା ୩୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ତାତି ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ…

ପୂଜା ବେଳେ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗିଦେଲେ ୨ ଭଉଣୀ

କାମାକ୍ଷାନଗର: ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ଆବାହନ ପ୍ରତିଟି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖରିତ ହୋଇ ଉଠିଛି । ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଭଉଣୀଙ୍କ ହାଇଡ୍ରାମା ପାଇଁ ବିଦ୍ୟାଦାତ୍ରୀ…

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି…

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ମାଲକାନଗିରି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଙ୍କ ସହ ଅନ୍ୟ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ…

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ଡାକ୍ତର ଦମ୍ପତ୍ତିଙ୍କ…

ବର୍ଷା ପରେ କାହିଁକି ଦୃଶ୍ୟମାନ ହୁଏ ଇନ୍ଦ୍ରଧନୁ ?

ବ୍ୟୁରୋ : ଆପଣମାନେ ନିଶ୍ଚିତ ଭାବେ ଆକାଶରେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ଏହା ବର୍ଷାଦିନରେ ଦେଖାଯାଏ। ଏହାଛଡ଼ା ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି…

ଗାଁରେ ଭାଲୁ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଲୋକେ

କେନ୍ଦୁଝର : ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ଗୋଟାଏ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା । ରାସ୍ତାରେ ଯାଉଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ୬ ଜଣ…