Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିରିଜ୍‌ ଦୁର୍ଘଟଣାରେ ୨ମୃତ, ୩ ଗୁରୁତର

ବୌଦ୍ଧ: ବହିରା ଛକ ନିକଟରେ ସିରିଜ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପତାକା ଉତ୍ତୋଳନ କରିବାକୁ ଯିବା ବେଳେ ଘଟିଥିଲା ଅଘଟଣ । ୬ଟି ବାଇକ ସହ ଗୋଟିଏ କାର ଚୁରମାର । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…

୭୪ ତମ ସାଧାରଣତନ୍ତ୍ର ଦିବସ: ମହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ୭୪ ତମ ସାଧାରଣତନ୍ତ୍ର ଦିବସ ପାଳ କରୁଛି ଦେଶ। ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ସୁରଖୁରରେ ଗଣତନ୍ତ୍ର ଦିବସ ପାଳନ ହେଉଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ ହୋଇଛି। ଗୁରୁବାର ରାଜ୍ୟ ସରକାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନ…

ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ:  ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ଏହି ତିଥି  ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ  ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ  …

ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହେଲା ଓଡ଼ିଶା ମାଣ୍ଡିଆ, ଯିବ ଦୁବାଇ

ଭୁବନେଶ୍ୱର: ଦୁବାଇ ଗଲା ଓଡ଼ିଶା ମାଣ୍ଡିଆ। ପ୍ରଥମ ଥର ପାଇଁ ଓଡ଼ିଶାରୁ ମାଣ୍ଡିଆକୁ ଆରବ ଦେଶ ଦୁବାଇ ରପ୍ତାନି କରାଯାଇଛି। ପୂର୍ବରୁ କର୍ଣ୍ଣାଟକ ଓ ଗୁଜରାଟ ନିଜ ନିଜ ରାଜ୍ୟର କ୍ଷୁଦ୍ର ଶସ୍ୟକୁ ବିଦେଶ ରପ୍ତାନୀ କରିଥିବା ବେଳେ ଓଡ଼ିଶା ପ୍ରଥମ ଥର ରାଜ୍ୟ ଉତ୍ପାଦିତ ଶସ୍ୟକୁ ବିଦେଶ ରପ୍ତାନୀ…

ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ । ଏହି ଦିନ ମା ସରସ୍ୱତୀଙ୍କ ପୂଜା କରାଯାଏ । ମା’ଙ୍କ ଆରାଧାନା ପାଇଁ ସାରା ସହର ଉତ୍ସବମୁଖର  । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ…

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର  । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ପ୍ରତିଟି ଓଡ଼ିଆ ରୂପାନ୍ତରର ସାରଥୀ

ଭୁବନେଶ୍ୱର: ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଛି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ…

ପୋଲିସ ଜଳକା: ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ବିଦେଶୀ

ପୁରୀ: ସିଂହଦ୍ୱାର ସାମ୍ନାରେ ଛିଡା ହୋଇଛି ପୋଲିସ। ହେଲେ ଏହାରି ଭିତରେ ଜଣେ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଜଣାପଡ଼ିଛି। ପୋଲିସ ଆଖି ଆଗରେ ବିଦେଶୀ ଜଣଙ୍କ ପ୍ରବେଶ କରିବା ପ୍ରଶାସନର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ବିଦେଶୀ ଜଣଙ୍କ ବାଇଶି ପାହାଚ ଚଢୁଥିବା…

୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ…

ଅଚେତ ପଡ଼ିଥିବା ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ବିଜେଡି ନେତା

ଗୁଣପୁର: ମାନବିକତା ଦେଖାଇଲେ ରାୟଗଡ଼ା ଜିଲା ବିଜୁ ଛାତ୍ର ଜନତା ସଭାପତି । ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିଥିବା ଜଣେ ଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି…