Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

ରାଜ୍ୟରେ କୁହୁଡ଼ିର ଆସ୍ତରଣ; ସାମୁଦ୍ରିକ ବାୟୁ ପ୍ରବାହରେ ବୃଦ୍ଧି ଯୋଗୁ କମିବ ଶୀତ

ଭୁବନେଶ୍ୱର: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ। ତେବେ ସାମୁଦ୍ରିକ ବାୟୁ ପ୍ରବାହ ବଢ଼ିଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଶେଷ ଶୀତ ଅନୁଭତ ହେବ ନାହିଁ। ତାପମାତ୍ରା ବେଶି କମିବ ନାହିଁ। ଆଗାମି ୪ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି…

ଯୋରନ୍ଦା ମେଳା ପାଇଁ ଖୋଲିଲା ବାଟ

ଢେଙ୍କାନଳ : ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା…

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ,…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା

ଭୁବନେଶ୍ୱର: ଓଡିଶାର ରାଜନୈତିକ କରିଡରକୁ ଦୋହଲାଇ ଦେଇଥିବା ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା। ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଥିବା ସୂଚନା ରହିଛି । ସୂଚନା ମୁତାବକ, ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ' ପ୍ରୋଗ୍ରାମ…

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି…

ତିନି ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ

କୋରାପୁଟ: ଦୀର୍ଘ ୩ ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ । କରୋନା କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳୁ ନ ଥିଲା । କରୋନା କଟକଣା କୋହଳ ହେବାର ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍‌କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ।…

ଡଟ୍ ଫେଷ୍ଟର ୫ମ ସନ୍ଧ୍ୟା: ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଡଟ୍ ଫେଷ୍ଟର ଗୁରୁବାର ଥିଲା ୫ମ ଦିନ । ଆଜିର ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ୧୨ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ସଙ୍ଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ…

ରୋଜଗାର ମେଳାରେ ନିଯୁକ୍ତି ପତ୍ର ବଂଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ଶୁକ୍ରବାର ଓଡ଼ିଶାରେ ଚଳିତବର୍ଷର ପ୍ରଥମ ରୋଜଗାର ମେଳା ଆୟୋଜିତ ହେବ । ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର -ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଏମଏମଟିରେ ଏହି ରୋଜଗାର…

ବଦଳିଲେ ୧୬୯ ଓଏଏସ୍ ଅଫିସର , ୭୯ ନୂଆ ତହସିଲଦାର ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ…