Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳବାଇରେ ଚାକିରି ନାଁରେ ଆଉ ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର; ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ଚେର ଲମ୍ବିବାରେ ଲାଗିଛି। ଜଣକ ପରେ ଜଣେ ପୀଡ଼ିତ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ପୂର୍ବରୁ ୭ ଲକ୍ଷ ଟଙ୍କା ଠକେଇ ନେଇ ଏସ୍‌.ହିତେଶ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଜେଏମ୍‌ଏସ୍‌…

ଆବର୍ଜନାରୁ ସର୍ଜନା: ଅଳିଆରୁ ପ୍ରସ୍ତୁତ କଲେ ବିଶ୍ବ କପ ଟ୍ରଫି

କଟକ: ଏତେ ଦିନର ଅପେକ୍ଷାରେ ଘଟିବ ଅନ୍ତ ।  ହକି ବିଶ୍ବ କପ୍ ପାଇଁ ଝଳସିବ କଟକ, ଭୁବନେଶ୍ୱର, ରାଉଲକେଲା । ହକି ବିଶ୍ବକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ନାହିଁ ନଥିବା କ୍ରେଜ । ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପର ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁଆଡ଼େ…

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ…

କ୍ରସର ମାଲିକ ଉପରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ସୁନା ଲୁଟିନେଲେ ଦୃର୍ବୁତ୍ତ

ଢେଙ୍କାନାଳ : ମୋଟୋଗାଁ ଥାନା ଅନ୍ତର୍ଗତ ନୂଆ ଓଡାପଡ଼ା ଅଞ୍ଚଳରେ ଗୁଳିକାଣ୍ଡ  । ୧୧ ଜଣ ଦୃର୍ବୁତ୍ତ କ୍ରସର ମାଲିକ ଯୁବରଞ୍ଜନ ପଣ୍ଡାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯୁବରଞ୍ଜନ ପଣ୍ଡାଙ୍କ ସହଯୋଗୀ ସୁବ୍ରତ କୁମାର ନାୟକଙ୍କୁ ମଧ୍ୟ ଦୃର୍ବୁତ୍ତମାନେ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିବା…

ଅସଜଡା ଶିକ୍ଷା ବିଭାଗ; ୯୭ ଶିକ୍ଷକଙ୍କ ପତ୍ତା ମିଳୁ ନ ଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭାଗୀୟ ମନ୍ତ୍ରୀ, ରାଜନେତା ସେତେ ତତ୍ପର ହୋଇ ପଡ଼ଛନ୍ତି । ନିଜ ବିଭାଗ ସଜାଡି ବାହାବ ନେବାକୁ ସମସ୍ତେ ବାହାରି ପଡିଛନ୍ତ ଏବେ । ଗଣଶିକ୍ଷା ମନ୍ତ୍ରୀ ବି ଏବେ ନିଜ ବିଭାଗ ପାଇଁ ବେଶ ତତ୍ପର । ଦୀର୍ଘଦିନ ଧରି ଅନୁପସ୍ଥତ ଥିବା ଶିକ୍ଷକଙ୍କ କଥା…

ଆଉ ତିନି ଦିନ ଥରାଇବ ଜାଡ଼, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ତିନି ଦିିନ ଜାଡରେ ଥରିବ ରାଜ୍ୟ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । ବାୟୁ ମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହରେ…

ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ କ୍ୟାଲେଣ୍ଡର ରିଲିଜ୍‌ 

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ରିଲିଜ୍‍ ହୋଇଯାଇଛି । କାଲିକଟ୍‍ ସହର ମାଲାବାର ଖ୍ରୀଷ୍ଟିଆନ୍‍ କଲେଜରେ ସେ ଇତିହାସର ଆସୋସିଏଟ୍‍ ପ୍ରଫେସର । ନାଁ ତାଙ୍କର ବଶିଷ୍ଠ । ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‍ ଆୟୋଜିତ…

ରାଜଧାନୀରୁ ଷ୍ଟିଲସିଟିକୁ ଉଡ଼ିଲା ବିମାନ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ି‍ବ ବିମାନ। ଭିଡିଓ କନଫରେନ୍ସିଂରେ ଆଜିର ଶୁଭାରମ୍ଭ କକରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ସବୁଜ ପତାକା…

ସରିଲା ଧନୁଯାତ୍ରା, ମାମୁଙ୍କୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ବରଗଡ଼ : ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା  । ରଙ୍ଗମଞ୍ଚରେ ଆଉ ଶୁଭୁନି କଂସର ସ୍ୱର  । କଂସ ନିଧନ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ।  ବରଗଡ଼ରେ ଗତ ୧୧ ଦିନ ଧରି ଚାଲିଥିବା ଯାତ୍ରାର ଆଜିଥିଲା ଅନ୍ତିମ ଦିବସ । ଏହି ଯାତ୍ରାରେ କୃଷ୍ଣଜନ୍ମଠାରୁ ଆରମ୍ଭ…