Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ,ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୀ : ପୁରୀରେ ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ହୋଇଯାଇଛି । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର…

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ…

ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ : ପ୍ରତିଭା ପ୍ରଦର୍ଶନ କଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର : ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ରାଜ୍ୟର ଏକମାତ୍ର ସଙ୍ଗଠନ ସିଲଭର ଏଜ୍ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ ଏଲ୍ଡର୍ସ ଫେଷ୍ଟ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ:  ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ…

ଓଡିଶା ଆଥଲେଟିକ୍ସ ମିଟ: ଶଟପୁଟରେ ଅଂଶିକାଙ୍କ ନୂତନ ରାଜ୍ୟ ରେକର୍ଡ

ଭୁବନେଶ୍ୱର: ୬୮ତମ ଓଡିଶା ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଅଂଶିକା ରାଉତରାୟ । ଶଟପୁଟ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ସେ ନୂତନ ରାଜ୍ୟ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଂଶିକା ୧୧.୭୫ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ମୟୂରଭଞ୍ଜର ଦୀପା ସିଂ ଦ୍ୱିତୀୟ…

ସୋଆ ପ୍ରଫେସର ମାନସ ରଞ୍ଜନ ଦାସଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଆଇଟିଇଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି।  ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା…

[ଦେଖନ୍ତୁ ଭିଡିଓ] ଖରାଦିନରେ ବଢୁଛି ହଳଦିଆ ତରଭୁଜ ଡିମାଣ୍ଡ

ମୟୁରଭଞ୍ଜ : ଖରାଦିନ ଆସିଲେ ବିଭିନ୍ନ ମୃଦୁ ପାନୀୟ ସହିତ ତରଭୂଜ ଆଦି ଖୋଜାପଡେ। ହେଲେ ଆମେ ମାନେ ସାଧାରଣତଃ ମାର୍କେଟରେ ଲାଲ ରଙ୍ଗର ତରଭୂଜ ଦେଖିଥାଉ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏବେ କିଛି ସ୍ଥାନରେ ହଳଦିଆ ରଙ୍ଗ ତରଭୁଜର ଡିମାଣ୍ଡ ଟିକେ ବଢିଛି। ଯାହାକି ଚାଷୀଙ୍କୁ ବେଶ ଲାଭ…

ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର

 ଭୁବନେଶ୍ୱର: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ।  ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।…

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ : ଏଡିଜି ଆର.ପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡିକୁ…

ଭୁବନେଶ୍ୱର : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର. ପି କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛିାଲଳିତ ଦାସ…

ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ ବାପୁଜି ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେବା ଘଟଣାର ତଦନ୍ତ…