Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୋଟିଂ ମେସିନରେ ବ୍ୟାପକ ତ୍ରୁଟି: ଆଜି ଉମରକୋଟରେ ୧୦ଟାରୁ ୪ଟା ଯାଏ ପୁନଃ ମତଦାନ

ନବରଙ୍ଗପୁର: ଅଧ୍ୟକ୍ଷ ପଦବି ପାଇଁ ଭୋଟିଂ ମେସିନ୍ ରେ ତ୍ରୁଟି  ।  ଫଳରେ ଆଜି ଉମରକୋଟ ପୌରାଂଚଳର  ୧୪ ନମ୍ବର ବୁଥରେ ୧୦ଟାରୁ ୪ଟା ଯାଏ ହେବ ‌ଭୋଟ ଗ୍ରହଣ କରାଯିବ  । ଦୀର୍ଘ ମାସେ ଧରି ଉମରକୋଟ ପୌରାଂଚଳର ନିର୍ବାଚନ ଯେମିତି ସଫଳତାର ସହ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନର ସମସ୍ତ…

ତତଲା ତାୱାରେ ସିଝୁଛି ଟିଟିଲାଗଡ଼, ଦିନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌

ଭୁବନେଶ୍ୱର : ତତଲା ତାୱାରେ ଓଡ଼ିଶା ସିଝୁଥିବା ବେ‌ଳେ ରାଜ୍ୟର ୧୨ ସହର ତାପମାତ୍ରା ୩୯ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌ କରି ୪୧.୪ ଡିଗ୍ରି ରହିଛି। ଏହା ପଛକୁ…

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ କହିଲେ ଅଳକା ମହାନ୍ତି

ଝାରସୁଗୁଡା: ପଞ୍ଚାୟତ, ପୌର ପରେ ଏବଂ ରାଜ୍ୟରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ବଢିଛି ।…

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼, ଜଣେ ମୃତ

ଯାଜପୁର: ବାଲିଘାଟ ବିବାଦକୁ ନେଇ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମୃତକ ଜଣକ ସୁରେନ୍ଦ୍ର ଦାସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବଗମରା ପାଖ ମନେଇଗଣ୍ଡ ବାଲିଘାଟକୁ କେନ୍ଦ୍ରକରି ଏଭଳି ଘଟଣା…

ସିଝୁଛି ପଶ୍ଚିମ ଓଡ଼ିଶା, ୪୦ ଡିଗ୍ରୀରୁ ଅଧିକ ୪ଟି ସହର

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ୪୧.୪ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କକରାଯାଇଥିଲା । ସେହିପରି ୪୦ ଡିଗ୍ରୀ ପାର କରିଥିବା ସହର ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ଭୁବନେଶ୍ୱର: ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ହେଉଥିବା ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠା ଶିଳ୍ପୀ…

୨୦୨୨-୨୩ରେ ବଢିବନି ବିଦ୍ୟୁତ ବିଲ୍, ଡିଜିଟାଲ୍ ବିଲ୍ ପୈଠ କଲେ ମିଳିବ ୩ ପ୍ରତିଶତ ରିହାତି

ଭୁବନେଶ୍ୱର: ୨୦୨୨-୨୩ରେ ବଢିବନି ବିଦ୍ୟୁତ ଦର । ଡିଜିଟାଲରେ ବିଲ୍ ମେମେଣ୍ଟ କଲେ ୩ ପ୍ରତିଶତ ମିଳିବ ହିତାଧିକାରୀଙ୍କୁ ରିହାତି । ଏନେଇ ଆଜି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ପୂର୍ବବର୍ଷ ଭଳି ‘୦’ ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩…

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି…

ତାତିରୁ ରକ୍ଷା ପାଇଁ ନନ୍ଦନକାନନରେ ସିମ୍ପାଜୀଙ୍କୁ ଦିଆଯାଉଛି ପଇଡ଼ ଓ ତରଭୁଜ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଏପରିସ୍ଥଳେ ନନ୍ଦକାନନଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି । ତେଣୁ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗରମ ଦାଉରୁ ରକ୍ଷା ପାଇବା…

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।…