Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଟିପତି କଲେଜ ପ୍ରିନ୍ସିପାଲ, ୫ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କଲେଜ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ…

ରାଜ୍ୟରେ ଶହେକୁ ଖସିଲାଣି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କେସ । ଦୈନିକ ସଂକ୍ରମଣ ପାଖାପାଖି ଶହେକୁ ଖସିଲାଣି । ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ବାହାରିଛନ୍ତି ୧୦୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬ । ୧୮ ବର୍ଷ ଭିତରେ ଆଉ ୧୬ ଜଣ ପଜିଟିଭ୍ ବାହାରିଛନ୍ତି ।…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୦: ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଓଡିଶା ଓ ଛତିଶଗଡରେ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା - ଜିନ୍ଦଲ ସ୍ଵୟଂ ସ୍ଵୟଂସମ୍ପର୍ଣ୍ଣା ନାରୀ - ଆରମ୍ଭ କରିଛି। ଏହି…

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ…

ଓଲଟି ପଡ଼ିଲା ଟ୍ୟାଙ୍କର, ରାସ୍ତାରେ ବୋହୁଛି ତେଲ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ରାସ୍ତାରେ ତେଲ ଭାସୁଛି। ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ସୂଚନା ଅନୁସାରେ, ଝାରସୁଗୁଡ଼ା ଠାରୁ ଆସୁଥିବା…

ୟୁକ୍ରେନ ଫେରନ୍ତା ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରୁ ଓଡିଶା ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସହାୟତାରେ ଆଜି ୟୁକ୍ରେନରୁ ଓଡିଶା ଫେରିଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ।ଏହି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ…

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ

ଭୁବନେଶ୍ୱର: ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୧୩୧୪ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିସହିତ,…

ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ରିମାଟୋଲୋଜି ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ

ଭୁବନେଶ୍ୱର: ଆଣ୍ଠୁଗଣ୍ଠିବାତ ଓ ମାଂସପେଶୀଜନିତ ବିଭିନ୍ନ ରୋଗ ଏବଂ ଏସ୍‌ଏଲଇ ଓ ସ୍କ୍ଲ‌ରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍…

[ଭିଡିଓ] ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସରେ ଅବସରରେ ପୁରୀ ବେଳା ଭୂମିରେ ସୁନ୍ଦର ବାଲୁକା କଳା । ଆସନ୍ତା କାଲି ମାର୍ଚ୍ଚ ୮ ତାରିଖରେ ଦେଶ ପାଳିବ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି  ବାଲୁକା ଶିଳ୍ପୀ ମାନସ…