Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର: ଆକ୍ସନମୋଡରେ ବାଲେଶ୍ୱର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବିୟର ଜବତ କରିଛି । ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ରହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ବାଲେଶ୍ୱର ଅବକାରୀ…

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ଼ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ୪ର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଏହି…

ରଥଯାତ୍ରା ପାଇଁ ବଡ଼ ପ୍ରସ୍ତୁତି, ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ

ଭୁବନେଶ୍ୱର: ଆଗକୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼, ମହାପ୍ରଭୁଙ୍କ ନୀତିକାନ୍ତି ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଘନଘନ ସମୀକ୍ଷା। ରଥଯାତ୍ରା କିଭଳି ଭାବେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ…

ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ: ରାଜ୍ୟରେ ସାର ସଂକଟ ନାହିଁ, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ, କହିଲେ…

ଭୁବନେଶ୍ୱର: ପାରାଦୀପ ସ୍ଥିତ ‘ଇଫକୋ’ ସାର କାରଖାନାରେ ଆମୋନିଆ ଗ୍ୟାସ ସମେତ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଣରେ ସମସ୍ୟା ଦେଖାଦେବା ଯୋଗୁଁ ସାର ଉତ୍ପାଦନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି। କଞ୍ଚାମାଲ ସଂକଟ ଯୋଗୁଁ ଉତ୍ପାଦନ ପ୍ରକ୍ରିୟା ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଖୁବଶୀଘ୍ର ସ୍ଥିତି…

Severe Road Accident: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ଗଞ୍ଜାମ: ଅଧାରେ ରହିଗଲା ଦେବୀ ଦର୍ଶନ । ଶ୍ରଦ୍ଧାଳୁମାନଙ୍କର ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ୨ଜଣ ଶିଶୁ ସମତେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଏରେଣ୍ଡା…

ଆସନ୍ତା ୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ: ଆସନ୍ତା ୨୫ ତାରିଖରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ଶନିବାର ଏବଂ ରବିବାର ହାଇକୋର୍ଟ ବନ୍ଦ ରହୁଥିବାରୁ ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ରହିବ। ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।…

ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ, ମାଡି ବସିଲା ପୋଲିସ ଫୋର୍ସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ନିକଟ କୁଆଖାଇ ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ। ମାଡି ବସିଲା ପୋଲିସ ଫୋର୍ସ। ବାଲି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ନେଉଥିବା ବେଳେ ଭୁବନେଶ୍ଵର ଜୋନ୍ ୪ ଏସିପିଙ୍କ ତତ୍ତ୍ଵାବଧାନରେ ପୋଲିସ ଫୋର୍ସ ସହିତ ବାଲି ଘାଟରେ ପହଞ୍ଚି…

ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: କଲ୍ୟାଣସିଂହପୁର ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ଚଢାଉ। ଲ୍ୟାମ୍ପସ୍‌ ଏମ୍‌ଡି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମ୍‌ର ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ୍ ଚାଲିଛି। ତାଙ୍କ ବିରୋଧରେ ପ୍ରାୟ ୭୦ ଲକ୍ଷ ଟଙ୍କା…

ରାଜଧାନୀରେ ବିଦ୍ୟୁତ୍‌ କାଟ ନେଇ ବିଳମ୍ବିତ ରାତିରେ ଉତ୍ତେଜନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ବିଦ୍ୟୁତ କାଟକୁ ନେଇ ରାଜଧାନୀ ଭୁବନେଶ୍ବରରେ ଉତ୍ତେଜନା। ଭରତପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏଭଳି ପରିସ୍ଥିତି ଦେଖାଯାଇଛି। ଉତ୍ତେଜିତ ଲୋକମାନେ ସେକ୍ସନ ବିଦ୍ୟୁତ ଅଫିସ ଭିତରକୁ…

ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଦୁଇ ଦିନ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

କଟକ: ରାଜ୍ୟରେ ପ୍ରଚଣ୍ଡ ତାତି। ସପ୍ତାହେ ନିଆଁ ମାଡ଼। ଅସହ୍ୟ କଲାଣି ଗରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ୨ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ।…