Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଭୁବନେଶ୍ୱର: ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ପ୍ରମୁଖ ଧାର୍ମିକ ଏବଂ ରଣନୈତିକ ପ୍ରତିଷ୍ଠାନରେ ଓଡ଼ିଶା ପୋଲିସ ହାଇ ଆଲର୍ଟ ଜାରି କରିଛି। ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି…

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (JE)ଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ଅନୁଯାୟୀ, ଜେଇ ଜୟନାରାୟଣ…

Nuapada Bypoll: ରାତି ପାହିଲେ ଉପନିର୍ବାଚନ, କିଏ ଜିତିବ ନୂଆପଡା ବାଜି

ନୂଆପଡା: ରାତି ପାହିଲେ ହେବ ବହୁ ଚର୍ଚ୍ଚିତ ନୂଆପଡା ଉପନିର୍ବାଚନ । ୩୫୮ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର। ଅଢେଇ ଲକ୍ଷରର ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସମସ୍ତ ବୁଥକୁ ପୋଲିଂ ଅଫିସରମାନେ ଯାଇଛନ୍ତି । ଶେଷ…

Puri On High Alert: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

ପୁରୀ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ଦେଇଛନ୍ତି ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ…

ସମ୍ୱେଦନଶୀଳ ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମକୁ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି: ବିଜେଡି

ଭୁବନେଶ୍ୱର: ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା…

Gold and silver prices rise:ପୁଣି ବଢ଼ିଲା ରୂପା,ସୁନା ମୂଲ୍ୟ

ଭୁବନେଶ୍ବର: ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ । ତେବେ ଗହଣା କିଣିବା ପୂର୍ବରୁ ସୁନା ଦର ଜାଣିବା ଜରୁରୀ । କାରଣ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନ ହୋଇଥାଏ। ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୩,୨୨୦ ଟଙ୍କା ରହିଥିଲା…

ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ୧୧ ନଭେମ୍ବରରେ ଅନୁଷ୍ଠିତ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ସୋମବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି…

ପୀତବାସ ପଣ୍ଡା ହତ୍ୟା ମାମଲା: ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ। ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ…

୩୫୮ ବୁଥ୍ ପାଇଁ ବାୟୁସେନା ହେଲିକପ୍ଟରରେ ଗଲେ ୮ ଗୋଟି ପୁଲିଂ ପାର୍ଟି

ନୂଆପଡା: ନଭେମ୍ବର ୧୧ ତଥା ମଙ୍ଗଳବାର ହେବ ଉପନିର୍ବାଚନ ପାଇଁ ମତଦାନ l ବର୍ତ୍ତମାନ ପୁଲିଂ ବୁଥ୍ କୁ EVM ଧରି ପ୍ରିଜାଇଣ୍ଡିଙ୍ଗ ଅଫିସର ମାନଙ୍କ ସହ ପୋଲିଂ ଅଫିସର ମାନେ ପହଞ୍ଚି ସାରିଛନ୍ତି l ଉପ-ନିର୍ବାଚନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ…

ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।…