Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଓଡ଼ିଶାରୁ ୧୧, ୪୯୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକ ଓ ଅନୁଗୋଳରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼,…

କରୋନା ପାଇଁ ଆସନ୍ତାକାଲିଠୁ ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ

କଟକ : ସପ୍ତାହକ ପାଇଁ ବନ୍ଦ ରହିବ ହାଇକୋର୍ଟ । ଆସନ୍ତାକାଲିଠୁ ଆସନ୍ତା ୨୭ ତାରିଖ ଯାଏଁ ହାଇକୋର୍ଟ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ହାଇକୋର୍ଟର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି…

ଆସନ୍ତାକାଲି ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୧୦ ହଜାର ତଳକୁ ଖସୁନି ଆକ୍ରାନ୍ତ ସଂଖ୍ୟା । ଏଭଳିସ୍ଥିତିରେ ସଂକ୍ରମରକୁ ରୋକିବା ପାଇଁ ରାଜ୍ୟରେ ଜାରି ରହିଛି ଟିକାକରଣ । କିନ୍ତୁ ଆବଶ୍ୟକ ପରିମାଣର ଟିକା ନଥିବାରୁ ବାଧାପ୍ରାପ୍ତ ହେଉଛି ଟିକାକରଣ । ଯେଉଁଥିପାଇଁ ଆସନ୍ତାକାଲି ରାଜ୍ୟର…

କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍

ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ । ମେ ୨୪ରୁ ଅଗଷ୍ଟ ୨୩ ତାରିଖ ଯାଏଁ ୩ ମାସ ଧରି ହେବାକୁ ଥିବା ସର୍ଭେ ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ…

କୋଭିଡ୍ ସୁପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ବର : କୋଭିଡ ପରିଚାଳନା ପାଇଁ ଆଶାକର୍ମୀଙ୍କୁ ମିଳିବ ୧୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଶାକର୍ମୀଙ୍କୁ ଏକକାଳୀନ ମିଳିବ ସହାୟତା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ଗ୍ରାମାଞ୍ଚଳ ସହ…

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସମୀକ୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଏସଆରସି । ଏନେଇ ପୋଲିସ, ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସଆରସି ।…

ଭୁବନେଶ୍ବରରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ କରୋନା । କିନ୍ତୁ ଅଧିକ ଚିନ୍ତା ବଢ଼ାଉଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ଚିହ୍ନଟ ହେଉଛନ୍ତି ଶତାଧିକ ପଜିଟିଭ୍ । ଏଭଳିସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୨୫ ଜଣ ଆକ୍ରାନ୍ତ ।…

ଡ୍ରାଇଭ୍ ଇନ୍ ଟିକାକରଣକୁ ମନା

ଭୁବନେଶ୍ବର : ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍…

ଗାଁରେ କରୋନା ସଚେତନତା

ଢେଙ୍କାନାଳ: କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ଏନେଇ ଘର ଘର ବୁଲି ତଦାରଖ ବି କରାଯାଉଛି । ସେହିଭଳି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ସୋଗର ଗାଁକୁ ସାନିଟାଇଜ କରାଯାଇଛି । ଦିନକୁ ଦିକ ସେଠାରେ ସଂକ୍ରମଣ ବଢୁଥିବା ବେଳେ ଏହି ସବୁ ପଦକ୍ଷେପ ନିଆଯାଇଛି…

ତାତି କରୁଛି କଲବଲ, ୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ । ହଠାତ ତାପମାତ୍ରା ବୃଦ୍ଧି ପାଇବା ପରେ ଆଉଟୁପାଉଟୁ ହେଲେଣି ଲୋକେ । ଏଭଳି ସ୍ଥିତିରେ ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୦ ସହରର ତାପମାତ୍ରା । ତେବେ ୪୧.୫ ଡିଗ୍ରୀ ସହ ଟିଟିଲାଗଡ଼…