Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦…

ସରିଲା ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଶାଶୁ ଘରକୁ ଫେରିଲେ ମାଆ ସାଆନ୍ତାଣୀ

ବ୍ରହ୍ମପୁର: ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ବାପା ଘରେ ନଅ ଦିନ ରହଣୀ ପରେ ପାଟ, ପାଟୁଆରରେ ଶାଶୁ ଘରକୁ ଫେରିଛନ୍ତି ମାଆ ସାଆନ୍ତାଣୀ । ଗତକାଲି ଅସ୍ଥାୟୀ ମଣ୍ଡପରୁ ବିଳମ୍ବିତ ରାତିରେ ରୀତିନୀତି ଅନୁସାରେ ମନ୍ଦିରକୁ ବାହୁଡ଼ିଛନ୍ତି ମାଆ ବୁଢ଼ୀ ଠାକୁରାଣୀ…

ଆଜି ଅଶୋକାଷ୍ଟମୀ: ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବେନଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଣ । ସାଢ଼େ ୧ଟା ସୁଦ୍ଧା ପହଣ୍ଡି ସରିବ । ଅପରାହ୍ଣ ୩ଟାରେ ରଥ ଟଣା ଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସମସ୍ତ…

ଘାତକ ହେଉଛି ମହାମାରୀ: ରାଜ୍ୟରୁ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ । ସେହିପରି କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ପ୍ରାଣ…

ଆଜି ରାଜ୍ୟରୁ ୪ ହଜାର ୭୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି…

ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହ ସମସ୍ତଙ୍କ ନିଦ ହଜାଇ ଦେଲାଣି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏସବୁକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା…

କୋଭିଡ୍ କଟକଣାରେ ଏବର୍ଷ ଶ୍ରୀକ୍ଷେତ୍ରରେ ସାହି ଯାତ

ପୁରୀ: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ସାହି ଯାତ ଅନୁଷ୍ଠିତ ହେବ । ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ କରିବା ନେଇ ଜିଲ୍ଲାପାଳ ସାହି ମୁରବୀମାନଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ ୨୧ ତାରିଖରୁ ମେ ମାସ ୪ତାରିଖ ରାମାଭିଷେକ ଯାଏ ସାହି ଯାତ…

ଭୁବନେଶ୍ୱରର କେଉଁ ସ୍ଥାନରେ ନେଇପାରିବେ ଭ୍ୟାକ୍ସିନ୍, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଭୁବନେଶ୍ୱରର ସରକାରୀ ଓ ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ଏକ ତାଲିକା ଜାରି କରାଯାଇଛି। ଏହି ଟିକା କେନ୍ଦ୍ର ଗୁଡିକ ସକାଳ ୮ଟାରୁ ୧୨ଟା ଏବଂ ୩ଟାରୁ ୬ଟା ଯାଏଁ ଖୋଲା ରହିବ। ତେବେ ୪୫ ବର୍ଷରୁ ଅଧିକ…

ବିଏମସି ତରଫରୁ ଆରମ୍ଭ ହେଲା ସମ୍ପର୍କ ଅଭିଯାନ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନାର ଦ୍ଵିତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପୁଣି ଥରେ ନିଜର କୋଭିଡ୍ ସଚେତକଙ୍କୁ ସକ୍ରିୟ କରିବା ନିମନ୍ତେ ସମ୍ପର୍କ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ୱାର୍ଡ…

୧୯୨୯ କଲ୍ ସେଣ୍ଟର ପରିଦର୍ଶନ କଲେ କୋଭିଡ୍ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ୧୯୨୯ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶ୍ରମ କମିଶନହ ଡକ୍ଟର ଏନ୍.ତିରୁମାଳା ନାଏକ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି । କଲ୍…