Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଇଟ୍ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍ ଚଳାଚଳ ସମୟ

ଭୁବନେଶ୍ବର : ନାଇଟ୍ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ ଚଳାଚଳ ସମୟ । କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ମୋ ବସ୍ ଚଳାଚର ସମୟକୁ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ…

ନାଇଟ୍ କର୍ଫ୍ୟୁରେ ଜାରି ରହିବ ଶିଳ୍ପାନୁଷ୍ଠାନ

ଭୁବନେଶ୍ବର : କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହି ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧ ପଜିଟିଭ୍

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ିବା ଏବେ ଚିନ୍ତା ବଢ଼ାଇଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୫୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୬୦ । ଏନେଇ ଟତବିଟ୍ କରି ସୂଚନା ଦେଇଛି…

ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଆଜି ପାରଦ ସାମାନ୍ୟ ବଢ଼ିଥିବା ବେଳେ, ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ଟି ସହର । ୪୦.୬ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବରରେ…

ଟ୍ବିନ୍ ସିଟିରେ ନାଇଟ୍‌ କର୍ଫ୍ୟୁ, ରାତି ୮ଟାରୁ ଦୋକାନ ବଜାର ବନ୍ଦ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଶକ୍ତ ହୋଇଛି ପ୍ରଶାସନ । ଆଜିଠୁ ସାରା ରାଜ୍ୟରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ, କଟକ-ଭୁବନେଶ୍ବରରେ ଲାଗୁ ହୋଇଛି ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର…

ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘adieu Godard

ଭୁବନେଶ୍ୱର: ଚଳିତ ମାସ ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡିଆ ଚଳଚ୍ଚିତ୍ର ‘ଆଡିୟୁ ଗୋଡାର୍ଡ’ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବ ଏପ୍ରିଲ ୨୨ ରୁ ୨୯ ପର୍ଯ୍ୟନ୍ତ ରୁଷର ମସ୍କୋ ଠାରେ ଅନୁଷ୍ଠିତ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ…

ଲାଲ୍‌ଗଡରେ ପୁଣି ପ୍ରଜାମେଳି

ମାଲକାନଗିରି:ଲାଲ୍‌ଗଡରେ ପୁଣିଥରେ ପ୍ରଜାମେଳି । ବିଭିନ୍ନ ସମସ୍ୟାର ସମାଧାନ ସହ ନୂଆ ପଞ୍ଚାୟତ ଦାବିରେ ପ୍ରଜାମେଳି ଅନୁଷ୍ଠିତ ହୋଇଛି । ଖୁବଶିଘ୍ର ସମସ୍ୟାର ସମାଧାନ ସହ ଦାବି ପୂରଣ ନହେଲେ ଆଗାମୀ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି

ବରିଷ୍ଠ ନାଗରିକ ମହାସଂଘର ବୈଠକ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ପ୍ରତିଷ୍ଠାତା କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ( ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଭାରେ…

ସଂକ୍ରମଣ ରୋକିବାକୁ ସପ୍ତାହନ୍ତ ସଟଡାଉନ

ମାଲକାନଗିରି:କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଭିନ୍ନ ଜିଲ୍ଲାଗୁଡିକରେ ନାଇଟକର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ…

ସୋମବାର ଠାରୁ ରାଜ୍ୟରେ ହେବ ୫୦,୦୦୦ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟରେ ବଢିବ କୋଭିଡ୍‌ ଟେଷ୍ଟ। ଦିନକୁ ୫୦,୦୦୦ କୋଭିଡ୍‌ ପରୀକ୍ଷା କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଆରଟି- ପିସିଆର୍‌ ପରୀକ୍ଷାକୁ ଦିନକୁ ୨୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦୁଇଟି ବେସରକାରୀ ଲାବୋରେଟୋରୀର…