Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବଲାଙ୍ଗୀର: ଓଡିଶାର ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ସାଗରପଡାର ଡାକ୍ତର ଦିଲୀପ ଷଡ଼ଙ୍ଗୀ ବୋଲି ଜଣାପଡିଛି। ଡ. ଷଡ଼ଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର…

ଜେଲରେ ଅଚାନକ ରେଡ୍: ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ

ଜୟପୁର(କୋରାପୁଟ): ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ଉପକାରାଗାରରେ ପୋଲିସର ଅତର୍କିତ ଚଢ଼ାଉ । ଆଜି ଭୋର ୪ଟା ବେଳେ ଅଚାନକ ଜେଲ ଭିତରେ ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସପି । ଚଢ଼ାଉ ବେଳେ ଜେଲ ଭିତରୁ ଟଙ୍କା, ମୋବାଇଲ୍ ଫୋନ୍,…

ଓଡ଼ିଶା ପାଇଁ ୧୦ ଜିଲ୍ଲା ଟେନସନ୍: ଦିନକରେ ବାହାରିଛନ୍ତି ୭୨% କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନି ୩ହଜାର ଉପରେ ରହୁଛି ପଜିଟିଭ୍ କେସ୍ । ଦୈନିକ ସଂକ୍ରମଣରେ ୧୦ଟି ଜିଲ୍ଲା ରାଜ୍ୟର ଚିନ୍ତା ବଢ଼ାଇଛି । ଆଜି ଏହି ୧୦ ଜିଲ୍ଲାରୁ ବାହାରିଛନ୍ତି କେବଳ ୬୭ ପ୍ରତିଶତ ନୂଆ ଆକ୍ରାନ୍ତ । ଛତିଶଗଡ଼ରେ କରୋନା…

ଶ୍ରୀମନ୍ଦିରରେ ଜାରି ରହିଛି ବିଶୋଧନ ପ୍ରକ୍ରିୟା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଦିନ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି। ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର…

ରାଜ୍ୟରୁ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର: ଦୈନିକ ସଂକ୍ରମଣ ସହ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯ଶହ ୪୪କୁ…

ରାଜ୍ୟରୁ ୩୬୬୪ କରୋନା ପଜିଟିଭ୍: ଖୋର୍ଦ୍ଧାରେ ଦିନକରେ ବଢ଼ିଲା ୪୧%, ୧୦ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମ୍ଭୀର ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ଉପରମୁହିଁ । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୬୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ହଜାର ୧୨୭ ଓ ଲୋକାଲ୍…

ହାଇଦରର ଆଉ ୩ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯୁବକ ଥିବା ବେଳେ, ଜଣେ ଯୁବତୀ ଅଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ହାଇଦର ଫେରାର ପଛରେ ଏହି ୩ ଜଣଙ୍କର ସଂପୃକ୍ତି ଥିବା…

କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍

ଭୁବନେଶ୍ବର : କୁମ୍ଭ ମେଳାକୁ ଯାଇଥିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ସଂପୃକ୍ତ ବ୍ୟକ୍ତି । ହୋମ୍ କ୍ବାରେଣ୍ଟାଇନ କିମ୍ବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।…

ମେ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ସାନି ତାରିଖ । ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏପ୍ରିଲ ୧୯ ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୨୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର…

ରାଜ୍ୟରୁ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । କିନ୍ତୁ ଏହାରି ଭିତରେ ଆସିଛି ଏକ ଖୁସି ଖବର । ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୩୦୩ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ନୂଆପଡ଼ାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ…