Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଆଜିଠୁ ରାଜ୍ୟର ୨୦ଟି ଜିଲ୍ଲାରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ । ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ । ରାତି…

କରୋନା ରେଡ୍ ଜୋନରେ ଓଡ଼ିଶାର ୪ ଜିଲ୍ଲା, ସେସବୁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର: ରାଜ୍ୟରେ କରୋନାର ସେକେଣ୍ଡ ଓ୍ୱେଭ୍ ଧୀରେ ଧୀରେ ବ୍ୟାପୁଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ । କରୋନା ରେଡ୍ ଜୋନରେ ରହିଛି ରାଜ୍ୟର ୪ଟି ଜିଲ୍ଲା । ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ଦୈନିକ ସଂକ୍ରମଣ ବି…

ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବାହାର ଲୋକ ସଂକ୍ରମଣ ନେଇକି ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଛତିଶଗଡ଼ରୁ…

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ…

ନାସା ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ଟିମ୍ ତୃତୀୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି ଥରେ କମାଲ କଲେ ଓଡ଼ିଆ । ନାସା ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା ଟିମ୍ । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ନାସା ରୋଭର୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲା ଓଡ଼ିଶା ଟିମ୍ । ଏଥିରେ ବିଭିନ୍ନ ଅଞ୍ଚଳରୁ ଥିଲେ…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ

ଭୁବନେଶ୍ୱର: ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ଟିକା କିଣିବାକୁ ସକ୍ଷମ ସେମାନେ କିଣି ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଂଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ମାନଙ୍କ ମଧ୍ୟରେ ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ…

ପୁଅ ପଛେ ପଛେ ମାଆ: ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ଦେହାନ୍ତ

ପୁରୀ: ଚାରି ଦିନ ତଲେ କରୋନା ସଂକ୍ରମିତ ହୋଇ ପୁଅ ପ୍ରାଣ ହରାଇଥିଲେ । ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ ମାଆ । ପିପିଲିର ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାର ପାଇଁ ଆଉ ଏକ ଦୁଃଖଦ ଖବର । ଅଜିତ ମଙ୍ଗରାଜଙ୍କ ପରେ ତାଙ୍କ ମାଆ କ୍ଷେତ୍ରମଣିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ…

ମନେ ପଡ଼ନ୍ତି ପ୍ରବାଦ ପୁରୁଷ: ଆଜି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ବିଜେଡି କାର୍ୟ୍ୟାଳୟରେ ବିଜୁ ବାବୁଙ୍କ…

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାରରୁ ଅଧିକ ସଂକ୍ରମିତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରୁଛନ୍ତି ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା…