Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ…

ପୋଖରୀ ଭିତରୁ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ମିଳିଥିଲା ନରକଙ୍କାଳ । ଏବେ ଯାଜପୁର ଜିଲ୍ଲାରେ ପୋଖରୀ ଭିତରୁ କଙ୍କାଳ ଉଦ୍ଧାର ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ ଉଦ୍ଧାର । ଏହି ଖବର ଜଣାପଡ଼ିବା…

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି ।…

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକରେ କୋଚିଂ ସେଣ୍ଟର ସିଲ୍ । ଅରୁଣଦୋୟ ନଗରସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଏମସି ସିଲ କରିଛି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ଦିନ ତଳେ ସହରରେ ଆଉ ଏକ କୋଚିଂ…

ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଉପରମୁହାଁ କରୋନା, ଆଜି ରାଜ୍ୟରୁ ୮୭୯ ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ ଚଳିତବର୍ଷ କରୋନା ଭାଙ୍ଗୁଛି ରେକର୍ଡ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା…

ଟିଟିପିଏସ ବନ୍ଦ ପ୍ରତିବାଦ: ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର(ଅନୁଗୋଳ): ଟିଟିସିଏସ୍ ବନ୍ଦକୁ ନେଇ ତେଜୁଛି ବିରୋଧ । ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଫଲରେ…

ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା ଟ୍ରକ୍

ଭୁବନେଶ୍ୱର: ପଛକୁ ପଛ ପିଟି ହେଲା ଟ୍ରକ୍ । ଭୁବନେଶ୍ୱର ସିଆରପି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଜୟଦେବ ବିହାର ପଟରୁ…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ, ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି । ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ନୋଟିଫିକେସନ୍ ଜାରି କରିଥିବା ବେଳେ ଏହାର ବିରୋଧ କରି ରାଜ୍ୟ ସରକାର ପିଟିସନ୍ ଦାଖଲ କରିଛନ୍ତି ।…

ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା, କ୍ୟାମ୍ପସ୍ ୩ ଦିନ ପାଇଁ ବନ୍ଦ

ଗୁଣୁପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ GIET ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷାଣା…