Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା…

ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଲା ୧୪୪ ଧାରା

ଆସିକା : ରାଜ୍ୟରେ ଏବେ କାୟା ମେଲାଉଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ସଂକ୍ରମଣକୁ ରୋକାଯିବ ସେନେଇ କଡ଼ା ପଦକ୍ଷେପ ନେଉଛି ପ୍ରଶାସନ । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଛି ୧୪୪ ଧାରା । ଏନେଇ…

କାର୍ଯ୍ୟସ୍ଥଳୀରେ ଟିକାକରଣକୁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ସହ କରୋନା ମୁକାବିଲା ପାଇଁ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ ଘରୋଇ ସଂସ୍ଥାରେ ଟିକାକରଣ କରାଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି…

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ: କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର: କୋଟିଆର ୨୨ଟି ଗାଁରେ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଥିବାରୁ ୧୪୪ ଧାରା ଜାରି ହୋଇଛି । ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର । ଅଫିସରଙ୍କ ସହ ୨୨ ଗାଁରେ ବ୍ୟାପକ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଭୁବନେଶ୍ବରରୁ ୧୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୩ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ, ୭୯ ଲୋକାଲ କେସ୍‌ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ଚିହ୍ନଟ…

ରାଜ୍ୟକୁ ଘାରିଛି କରୋନା ଭୟ: ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ଏପ୍ରିଲ୍ ୩୦…

ରାଜ୍ୟକୁ ପୁଣି ଫେରିବ ତାତି: ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ କରିବ କଲବଲ, ଆଶ୍ୱସ୍ତୀ ଆଣିପାରେ କାଳବୈଶାଖୀ

ଭୁବନେଶ୍ୱର: ଆଜିଠାରୁ ଏପ୍ରିଲ ଦ୍ବିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ତାତିରେ ଜଳିବ ଓଡ଼ିଶା । ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ତାପମାତ୍ରା ପ୍ରାୟ ୩-୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ…

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୁଣି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲମ୍ପରା ଗାଁ ନିକଟସ୍ଥ ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମିଳିତ କମ୍ବିଂ ଅପରେସନ ଚାଲିଥିଲେ । କମ୍ବିଂ ବେଳେ ମାଓବାଦୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ମାଓବାଦୀଙ୍କୁ…

ସିଲ୍ ହେଲା ରାମ ମନ୍ଦିର କମ୍ୟୁନିଟି ହଲ୍

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା ପାଇଁ ଚଢ଼ାଉ ଅଭିଯାନକୁ କଡ଼ାକଡି କରାଯାଉଛି । ଏହି କ୍ରମରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି…