Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଟିକାର ନିଅଣ୍ଟିଆ ସ୍ଥିତି: ଅଧିକ ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ…

ଥାନା ଭିତରେ ପୋଲିସ ବାବୁଙ୍କ ନାଗିନ୍ ଡ୍ୟାନ୍ସ, ଭିଡିଓ ଭାଇରାଲ୍

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ପୋଲିସ ବାବୁ ମାନେ ନାଗିନ୍ ଡ୍ୟାନ୍ସ କରୁଥିବା ଭଳି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଉକ୍ତ ଭିଡିଓରେ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ଥାନା ଭିତରେ ନାଚୁଛନ୍ତି।…

ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କଲା ପ୍ରଶାସନ

ଭବାନୀପାଟଣା: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ଜାରି ରହିବ। ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ କହିଛନ୍ତି ଯେ ପଡୋଶୀ ରାଜ୍ୟରେ କରୋନା ମାମଲା…

ଏହି ୧୨ ରାଜ୍ୟରୁ ପୁରୀ ଆସିଲେ ପର୍ଯ୍ୟଟକଙ୍କ ପାଇଁ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ପୁରୀରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି ହୋଇଛି । ଅଧିକ ସଂକ୍ରମିତ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ସମେତ ୧୨ଟି ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଛି କଟକଣା । ଏସବୁ ରାଜ୍ୟରୁ…

ଦ୍ୱିତୀୟ ଟିକା ଗ୍ରହଣ କରିବାର ୧୦ ଦିନ ପରେ କରୋନା ସଂକ୍ରମିତ ହେଲେ ବ୍ୟକ୍ତି

ଭୁବନେଶ୍ୱର: ଟିଟଲାଗଡର ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତି ୧୦ ଦିନ ପୂର୍ବରୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାପରେ ବି ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର…

ଏପ୍ରିଲରେ ଉପରମୁହାଁ: ଆଜି ରାଜ୍ୟରୁ ୫୮୮ କରୋନା ପଜିଟିଭ୍, ଖୋର୍ଦ୍ଧାରେ ସଂଖ୍ୟା ଡେଇଁଲା ୧୦୦

ଭୁବନେଶ୍ୱର: ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ଉପରମୁହାଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪୬ଟି ।…

ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ଝାରସୁଗୁଡ଼ା: କରୋନା ଯୋଗୁ ପ୍ରଶାସନ କଟକଣା ଲଗାଇଛି । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ସହରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବା ବିକ୍ରି ନପାରି ରାସ୍ତାରେ ଫିଙ୍ଗି ପ୍ରତାବିଦ ଜଣାଇଲେ ଚାଷୀ । ଆଜି ଝାରସୁଗୁଡ଼ାରେ ହାଟ ଥିଲା । ଫଳରେ ଜିଲ୍ଲାର…

୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ମଧୁପାଟଣା ଥାନା ASI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୋଲିସ ବାବୁ । କଟକ ମଧୁପାଟଣା ଥାନାର ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି । ପ୍ରଣବଙ୍କୁ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ପ୍ରଣବଙ୍କୁ ଗିରଫ ପରେ ତାଙ୍କ ସରକାରୀ ବାସଭବନରେ ରେଡ୍ କରିଛି କଟକ…

TTPS ବନ୍ଦ ପ୍ରତିବାଦରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ତାଳଚେର ଟିଟିପିଏସ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦିଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଆଜି ଦଳ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି- ତାଳଚେର TTPS ପ୍ଲାଣ୍ଟକୁ…

ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ତ୍ରୁଟି ଦେଖିଥିଲେ ପ୍ରମୁଖ ସଚିବ । ଏହାସହ…