Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୨୪ ଘଣ୍ଟାରେ ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଆଦି ଜିଲ୍ଲାରେ…

କାଲି ମହାପ୍ରଭୂଙ୍କୁ ଦର୍ଶନ କରିବେ ମହାମହିମ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି 

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆଜି ପୁରୀରେ ପୋଲିସ ପକ୍ଷରୁ  କାରକେଡର ମକ ଡ୍ରିଲ ହୋଇଛି । ତାଳ ବଣିଆ ହେଲି ପ୍ୟାଡ଼ରୁ ଶ୍ରୀମନ୍ଦିର ସିଂହଦ୍ୱାର…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ଗୋବିନ୍ଦଙ୍କ ଦର୍ଶନ କଲେ ଗୋବିନ୍ଦା, ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ଼ ଷ୍ଟାର ଓ ତାଙ୍କ…

ପୁରୀ: ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା କହିଛନ୍ତି ଗୋବିନ୍ଦା । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଜଗାର ଚକାଆଖି ଦେଖି ଭାବରେ ବୁଡିଗଲେ…

ଉନ୍ନୟନମୂଳକ କାମକୁ ବିରୋଧ କରି ପୁଣି ମାତିଲେ ମାଓବାଦୀ, ଶ୍ରମିକଙ୍କୁ ନିର୍ଧୁମ ପିଟିଲେ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଉନ୍ନୟନ ମୂଳକ କାମକୁ ବିରୋଧ କରି ଜେସିବି ପଡିବା ସହ ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । ସୂଚନା ଅନୁସାରେ, ସୁକମା ଜିଲ୍ଲା କଣ୍ଟା…

ରାଜ୍ୟରେ ପୁଣି ଶହେ ମୁହାଁ ଦୈନିକ କରୋନା କେସ୍, ଆଜି ୯୮ ପଜିଟିଭ୍

ଭୁବନେଶ୍ୱର: ମାଡୁଛି ମହାମାରୀ । ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆଜି ରାଜ୍ୟରେ ବି ବଢ଼ିଛି ଦୈନିକ କରୋନା କେସ୍ । ଓଡ଼ିଶାରେ ସଂକ୍ରମଣ ପୁଣି ଥରେ ଶହେ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ…

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, କୋଭିଡ୍ କଟକଣାରେ ପାଳନ ହେବ

ବ୍ରହ୍ମପୁର: କରୋନା କଟକଣାରେ ଚଳିତବର୍ଷ ହେବ ବ୍ରହ୍ମପୁରର ମାଆ ଠାକୁରାଣୀ ଯାତ୍ରା । ଏଥିପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା…

ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ…

ଭୁବନେଶ୍ୱର: ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଦିବଂଗତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ଵର୍ଗତ କେଳୁଚରଣ ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ…

NIT ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି

ରାଉରକେଲା: ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ ଜ୍ଝ ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗର୍ ଅଧିକ ନିକଟତର କରିବ ।…

କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ

ଅନୁଗୁଳ : ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ଆଜି ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ଏଥି ପାଇଁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି । ଆଜି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ସାତକୋଶିଆ ବନ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା…