Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପୁନଃ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ସୀମାନ୍ତ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ଭୁବନେଶ୍ୱରରେ ଖୋଲିଲା ରିହାବିଲିଟେସନ କ୍ଲିନିକ ‘ରିହାବସ୍କେପ୍’

ଭୁବନେଶ୍ୱର : ପିଲାମାନଙ୍କ କ୍ଷେତ୍ରରେ ଅଟିଜିମ୍ ଓ ବାକ୍ ତଥା ଶ୍ରବଣଜନିତ ସମସ୍ୟା ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ‘ରିହାବସ୍କେପ୍’ କ୍ଲିନିକ । ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ରିହାବିଲିଟେସନ ସେଣ୍ଟର ‘ରିହାବସ୍କେପ୍‌’କୁ…

ସହିଦ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି। ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି।…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ଅସ୍ତ୍ର ମାର୍କ-୨ର ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ପ୍ରଥମ ଉତକ୍ଷେପଣ କରାଯିବ । ଏୟାର-ଟୁ-ଏୟାର ଅର୍ଥାତ ଆକାଶରୁ ଆକାଶ ମାର୍ଗରେ ଏହା…

ହାତୀ ମଡ଼କ ଘଟଣାରେ କାର୍ଯ୍ୟାନୁଷ୍ଠାନ: କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରିଛି ପ୍ରାଣୀ ସମ୍ପଦ ବିଭାଗ । ପଶୁ ସମ୍ପଦ ଅତିରିକ୍ତ…

ଫେରିଲା କରୋନା ଡର; ଆଜିଠୁ କଡାକଡି ହେବ କଟକଣା

ଭୁବନେଶ୍ୱର: ଫେରିଲା କରୋନା ଡର। କିଛି ଦିନ ହେବ କୋଭିଡ କଟକଣାକୁ ଏକପ୍ରକାର ଲୋକେ ଭୁଲି ଯାଇଥିବା ବେଳେ ପୁଣି ଥରେ ଏନେଇ ଆରମ୍ଭ ହୋଇଛି ସଚେତନତା। କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଥିବା ବେଳେ ଓଡ଼ିଶାରେ ଏହାର ପୁନରାବୃତ୍ତି ନେହେବ ନେଇ ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଆଜିଠୁ…

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ । ପୂର୍ବରୁ…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ; ଆଜି ସନ୍ଧ୍ୟାରୁ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା

କଟକ: ଆସନ୍ତାକାଲି ଆର୍ଥତ ମଙ୍ଗଳବାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ। ଏହି ପରିପ୍ରେକ୍ଷୀରେ ଜନସମାଗମକୁ ଦୃଷ୍ଟିରେ ରଖି ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି । ୨୩…

କ୍ଷୀରୋଦ ସାହୁ ଶାମ୍ଭବୀ ପୁରସ୍କାର ୨୦୨୧ର ବିଜେତା

ଭୁବନେଶ୍ୱର: ଅଷ୍ଟମ ଶାମ୍ଭବୀ ପୁରସ୍କାର ପୁରସ୍କାର ବିଜେତା ସ୍ଥିର ହୋଇଛନ୍ତି । ଗୁରୁବାର ୫ ଜଣିଆ ବିଚାରକ ପ୍ୟାନେଲ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ସ୍ଥିର କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରର କ୍ଷୀରୋଦ ସାହୁଙ୍କୁ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ବଂଶୀଧର…

କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

କଟକ:କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ । ଦୋକାନ,ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ । ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବିଜ୍ଞପ୍ତି ଜାରି କରିଛି କଟକ ମହାନଗର ନିଗମ ବା ସିଏମ୍‌ସି ।…