Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଗପହଣ୍ଡିରେ ନକଲି ଲେବର ଅଫିସ୍‌ ସିଲ୍‌ 

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟରେ ଥିବା ନକଲି ଲେବର କାର୍ଡ କାର୍ଯ୍ୟାଳୟକୁ ଶ୍ରମ ଅଧିକାରୀଙ୍କ ଦ୍ବାରା ସିଲ୍ କରାଯାଇଛି । ବି ୱାନ କଷ୍ଟ୍ରକ୍ସନ ଲେବର ନାଁରେ ସାଧାରଣ ଲୋକଙ୍କ ଠାରୁ ଲେବର କାର୍ଡ କରେଇ ଦେବା ନାଁରେ ଜଣଙ୍କ ପିଛା ୪୫୦ ଟଙ୍କା ଲେଖା…

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ) ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ,…

ଏଥର ସଂକ୍ରମଣରେ ପଡିବ ଶିକୁଳି, କରୋନା ପାଇଁ ଓଡିଶା ଆଲର୍ଟ

ଭୁବନେଶ୍ୱର: ଓଡିଶା ଛାତିରେ ପଶିଲା ଛତିଶଗଡର ଛନକା । ମହାରାଷ୍ଟ୍ର , ଛତିଶଗଡ ଓ ଅନ୍ୟ ରାଜ୍ୟର ସଂକ୍ରମଣର ସ୍ପିଡ୍‌କୁ ଦେଖି ଓଡିଶାରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟ ସରକରା ପୁଣି ଜାରି କରିଛନ୍ତି କଟକଣା । ଏସ୍‌ଆରସି ଏକ ଚିଠିରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା…

ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ବାଲିଗୁଡା : ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ଜଣେ ଗିରଫ । ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । କନ୍ଧମାଳ ଏସପିଙ୍କ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିର ନାଁ ମହାଦେବ ବାବା । ସେ…

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଗୋଡ଼ରେ…

୧୮ ଜିଲ୍ଲାରୁ ୫୮ କରୋନା ସଂକ୍ରମିତ ଚିହ୍ନଟ, ୧୨ ଜିଲ୍ଲାରେ ନାହିଁ ନୂଆ ମାମଲା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ କରୋନା ସଂକ୍ରମଣ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରୁ ୫୮ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୩୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨…

ଜଲେଶପଟା ଆଶ୍ରମ ସ୍ୱାମିଜୀଙ୍କୁ ୨୪ ଘଣ୍ଟାରେ ଦୁଇ ଦୁଇ ଥର ହତ୍ୟା ଧମକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣି ହତ୍ୟା ଧମକ । ଆଜି ବି ଅଜଣା ଦୁର୍ବୃତ୍ତ ଟେଲିଫୋନ୍‌ରେ ହତ୍ୟା ଧମକ ଦେଇଛି । ଗତ ୨୪ ଘଣ୍ଟା ଭିତରେ ଦୁଇ ଦୁଇ ଥର ତାଙ୍କୁ ମିଳିଲାଣି ଧମକପୂର୍ଣ୍ଣ ଫୋନ୍ କଲ୍ ।…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…