Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାତୀ ମୃତ୍ୟୁ ଘଟଣା: କର୍ଲାପାଟ ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଅନୁଧ୍ୟାନ ଆରମ୍ଭ କରିଛି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଥିଲା । ଏବେ ଅଭୟାରଣ୍ୟରେ ମୃତ୍ୟୁର ଖୋଳାତାଡ ଚାଲିଛି । ଅନୁଧ୍ୟାନକାରୀ ଟିମରେ ସେଣ୍ଟର ଅଫ୍‌ ୱାଇଲଡ୍‌ ଲାଇଫ୍‌ର…

ଶିଶୁମାନଙ୍କୁ ସବୁଜ ପରିବା ଖୁଆନ୍ତୁ, ଜଙ୍କଫୁଡ୍‌ରୁ ଦୂରରେ ରଖନ୍ତୁ: ଶିଶୁ କର୍କଟ ବିଶେଷଜ୍ଞ

ଭୁବନେଶ୍ୱର: ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର। ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ…

କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା, ବାପା ଗୁରୁତର

କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ…

ଧାନ କିଣା ନେଇ ଆଜି ବିଧାନସଭାରେ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଜାରି ରହିଛି । ପ୍ରଥମ ଦିନ ବିରୋଧୀ କଂଗ୍ରେସ କୋଟିଆ, ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ହୋହଲ୍ଲା କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରି ଗୃହ ତ୍ୟାଗ କରିଥିଲେ ।…

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ…

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧

ଭୁବନେଶ୍ୱର: ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହା ଚାଲିବ । ଚଳିତ ବର୍ଷ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହା ଆୟୋଜିତ ହେବ । ଏ ନେଇ ଆଜି କୃଷି ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଅରୁଣ…

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା । ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ…

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର…

ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ…

ହାତୀ ମୃତ୍ୟୁର କାରଣ ଖୋଜା : ଭବାନୀପାଟଣାରେ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ କେମିତି ହେଲା ହାତୀଙ୍କ ମୃତ୍ୟୁ । ଏହାର ଅନୁଧ୍ୟାନ ପାଇଁ ଭବାନୀପାଟଣାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ୍ । ପୂର୍ବରୁ ୪ ଜଣିଆ ଟିମ୍ ଆସିବେ ବୋଲି ସ୍ଥିର ହୋଇଥିଲା । ହେଲେ ୪ ଜଣିଆ ଟିମରୁ ଆସାମ ଭେଟନାରୀ କଲେଜର ପଦ୍ମଶ୍ରୀ ଡଃ କେକେ…