Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ, ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସେନା ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା କଳାକାର ଶାସ୍ୱତ ରଂଜନ ସାହୁ ଦିଆସିଲି କାଠିରେ ଏକ ଯୁଦ୍ଧ ଟ୍ୟାଙ୍କରର ମଡେଲ ତିଆରି କରିଛନ୍ତି। ସୂଚନା ଅନୁସାରେ ସେ ଏଥିପାଇଁ ୨,୨୫୬ ଦିଆସିଲି କାଠିର ବ୍ୟବହାର କରିଛନ୍ତି। ଆଉ ଏହି ମଡେଲକୁ ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ…

ରାତି ପାହିଲେ ଟିକାକରଣ, ଶୁଭାରମ୍ଭ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍‌-୧୯ ଟିକାକରଣର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ…

ଓଡ଼ିଶାରେ ୩ ଲକ୍ଷ ୨୯ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୯ ହଜାର ୦୮୮ରେ ପହଞ୍ଚିଛି। https://twitter.com/HFWOdisha/status/1350063267410968576?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉଠାଇ ଫସିଲେ ଯୁବକ 

କେନ୍ଦୁଝର: କେନ୍ଦୁଝରର ଏକ ସପିଂ ମଲରେ ଜଣେ ଯୁବତୀ ଟ୍ରାଏଲ ରୁମରେ ଥିବା ବେଳେ ହଠାତ୍ କ୍ୟାମେରା ଦେଖି ଚକିତ ହୋଇପଡ଼ିଥିଲେ। ପରେ ଆଲାର୍ମ ବାଜିବାରୁ ଦୌଡ଼ି ଆସିଥିଲେ ସିକ୍ୟୁରିଟି ଗାର୍ଡ। ପରେ ମଲ୍‌ର ସୁରକ୍ଷା କର୍ମୀ ଜଣକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ଖବର ଅନୁଯାୟୀ, ଜଣେ ଯୁବତୀ…

ଢ଼େଙ୍କାନାଳ ଏଟିଏମ ଲୁଟ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ମୋଟାଙ୍ଗା ଥାନା ନିମବାହାଳୀ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱରରୁ ଗିରଫ । ପୋଲିସ ଅଭିଯୁକ୍ତଠାରୁ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା, ତିନିଟି ଦାମିକିଆ ଫୋନ, ୨୦ଭରି ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରିଛି । ଅଭିଯୁକ୍ତ ନାଁରେ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୪ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

କିଡନି ରାକେଟର ଚେର ଖୋଜିବା ପାଇଁ ରିମାଣ୍ଡରେ ଯିବ ଅଭିଯୁକ୍ତ

ଭୁବନେଶ୍ୱର : କିଡନୀ ରାକେଟ କେଳେଙ୍କାରୀ ମାମଲାରେ ଅଧିକ ତନାଘନା ପାଇଁ ରିମାଣ୍ଡରେ ଆସିବ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସ SDJM କୋର୍ଟରେ ଆବେଦନ କରିଛି । ତା ସହ ଏହି କାମରେ ଆଉ କିଏ କିଏ ଜଡିତ ଅଛି ସେ ନେଇ ପଚରାଉଚରା କରିବ ।…

ନକଲି ପିଛା ଛାଡୁନି କଟକର, ଆଜି ଠାବ ହେଲା ନକଲି ଜର୍ଦ୍ଦା କାରଖାନା

କଟକ : ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ସାସୋଳରୁ ନକଲି ଜର୍ଦା କମ୍ପାନୀ ଠାବ ହୋଇଛି । ପୋଲିସ ଚଢଉ ବେଳେ ବିପୁଳ ପରିମାଣରେ ନକଲି ଗୁଟଖା, ଜର୍ଦ୍ଦା ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ଏହିସବୁ ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀକୁ ପୋଲିସ ଜବତ କରିଛି । ଏହିଠାରୁ…

ରାଜ୍ୟରୁ ୨୪ ଘଣ୍ଟାରେ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଦୈନିକ କେସ୍ କମିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୦୮ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୭୮ଟି ରହିଛି । ୨୬ ଜିଲ୍ଲା ଓ…

କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ଏକ କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି। ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ…