Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଆସନ୍ତା ସୋମବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ. ମୁରଲୀଧର । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ…

ସିବିଏସଇ ଧାରାରେ ଓଡ଼ିଶାରେ ପରୀକ୍ଷା ନେଇ ବିଚାରବିମର୍ଶ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କେବେ ଓ କେମିତି କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଜାରି ରହିଛି । ସିବିଏସଇ ଧାରାରେ ପରୀକ୍ଷା କରିବାକୁ ଯୋଜନା ଚାଲିଥିବା ଗଣଶିକ୍ଷା…

ଦେଶରେ ଅଗ୍ରଣୀ ରିସର୍ଚ୍ଚ ହବ୍ ଭାବରେ ଉଭା ହେଉଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:  ଦେଶରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରିସର୍ଚ୍ଚ ହବ୍ (ଅନୁସନ୍ଧାନ କ୍ଷେତ୍ରରେ ପେଣ୍ଠସ୍ଥଳ) ଭାବରେ ଉଭା ହେଉଛି ଓଡ଼ିଶା । ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି,…

ଆସନ୍ତା ୪ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ଏସ. ମୂରଲୀଧର

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଏସ୍. ମୂରଲୀଧରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ତାରିଖରେ ସେ ଶପଥ ନେବେ । ରାଜଭବନ ପରିସରରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଜଷ୍ଟିସ ଏସ୍. ମୂରଲୀଧର ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି…

IIM ସମ୍ୱଲପୁର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ୱଲପୁର: ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କରିଛନ୍ତି…

ଓଡ଼ିଶାରେ କରୋନା ଟିକାକରଣ ନେଇ ଆରମ୍ଭ ହେଲା ଅଭ୍ୟାସ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି କରୋନା ଟିକାର ଡ୍ରାଏ ରନ୍ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ମକ୍ ଡ୍ରିଲ ଶୁଭାରମ୍ଭ ହୋଇଛି । ଡ୍ରାଏ ରନର ସେ ତଦାରଖ କରିଛନ୍ତି । ଏହାପରେ ଅତିରିକ୍ତ ମୁଖ୍ୟ ସଚିବ…

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୨୫୨ ପଜିଟିଭ୍, ୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରୁ ଆଜି ଚିହ୍ନଟ ହୋଇ ନାହାନ୍ତି କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୨ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨୫୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୪୮ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ଅପରାଜିତା ଷଡ଼ଙ୍ଗୀ ଶ୍ରେଷ୍ଠ ସାଂସଦ ମନୋନୀତ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି । ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଅପରାଜିତା ।…

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୫ ବର୍ଷ

ଯାଜପୁର : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି ୧୫ ବର୍ଷ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଚେରୀ ନିର୍ମାଣକୁ ବିରୋଧ କରି ୨୦୦୦୬ ମସିହାରେ ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ଆଦିବାସୀ ଙ୍କ ମଧ୍ୟରେ ହୋଇଥିଲା ସଙ୍ଘର୍ଷ । ଏଥିରେ ୧୩ ଜଣ ନିରିହ ଆଦିବାସୀଙ୍କ ର ମୃତ୍ୟୁ ହୋଇଥିଲା ।…

IIM ସମ୍ୱଲପୁର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:  IIM ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରାଯିବ । ଆଉ କିଛି ସମୟ ପରେ (ସକାଳ ୧୦ଟା) ଭର୍ଚୁଆଲରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,…