Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୩ଲକ୍ଷ ୨୪ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୧୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ୍ୟ ୨୪ ହଜାର ଟପିଛି। https://twitter.com/HFWOdisha/status/1343186533403136000?s=19 ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ…

ବଲାଙ୍ଗିରର ଏସପି ଭାବେ ଯୋଗ ଦେଲେ କୁଶଳକର ନିତିନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଏସପି ଭାବରେ ରବିବାର ଦିନ ଯୋଗ ଦେଇଛନ୍ତି କୁସାଲକର ନିତିନ ଡାଗଡୁ। ୨୦୧୫ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଏସପି ଭାବରେ କାର୍ଯ୍ୟଭାର ତୁଲାଇଥିଲେ। ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଏବଂ ଅପରାଧ ଉପରେ ସେ ଗୁରୁତ୍ୱ ଦେବେ…

ସ୍ୱାମୀ ନାଁରେ ସୈତାନ, ସ୍ତ୍ରୀକୁ ହାଣିଦେଲା

ରାଉରକେଲା: ଯାହାକୁ ସାତ ଜନ୍ମର ସାଥି କରି ବିବାହ କରିଥିଲେ ସିଏ ମାରିଦେଲା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଫାର୍ମାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫାର୍ସାଟୋଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ…

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ସ୍ପିଡ୍ କର ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୋଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ । ଆଜି ୬୨ତମ ପୋଲିସ ସମ୍ମିଳନୀରେ ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।…

ସୋମବାରଠୁ ଭକ୍ତଙ୍କ ଲାଗି ଖୋଲୁଛି ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ଆରଡି ସ୍ଥିତ ଆଖଣ୍ଡଳମଣି ମନ୍ଦିର ସୋମବାର ଦିନ ଠାରୁ ଖୋଲିବାକୁ ଯାଉଛି। ଏନେଇ ରବିବାର ଦିନ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ ଭଦ୍ରକ ସବ୍-କଲେକ୍ଟର ପିତାମ୍ବର ସାମଲ କହିଛନ୍ତି ଯେ ଡିସେମ୍ବର ୨୮ ଏବଂ ୨୯ ତଥା ପ୍ରଥମ ଦୁଇ ଦିନ କେବଳ ସେବାୟତ ଏବଂ ସେମାନଙ୍କ…

ଶେଯ ସାଜିଲା ଜୁଇ…

ଯାଜପୁର: ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ । ଏହି ମୃତ୍ୟୁ ଅନେକଙ୍କ ପାଇଁ ଅଗ୍ରହଣୀୟ ହୋଇଥାଏ । କେହିକେହି ଏହାକୁ ଅଭିଶାପ ମଧ୍ୟ କହିଥାନ୍ତି । ହେଲେ ଯାଜପୁର ଜିଲ୍ଲା ଶ୍ରୀରାମପୁରର ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜଣେ ମହିଳା ଶୋଇଥିବା ଅବସ୍ଥାରେ ହିଁ ନିଆଁରେ ଜଳି ପ୍ରାଣ…

ରାଜ୍ୟରେ ମହାମାରୀ ନେଲା ଆଉ ୪ ଜୀବନ, ମୃତ୍ୟୁସଂଖ୍ୟା ୧,୮୬୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୪ ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ଭିତରେ ଜଣେ ମହିଳା ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୪୫ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରେ ଜଣେ ୩୫ବର୍ଷୀୟ ଯୁବକଙ୍କ ଜୀବନ ନେଇଛି କରୋନା । ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ…

ରାଉରକେଲା ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ରାଉରକେଲା: ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ । ଆହତମାନଙ୍କର ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସା…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…

ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ୩ ଜଣ ବ୍ରିଟେନ ଫେରନ୍ତା । ଭୁବନେଶ୍ୱରରେ ୪ ବର୍ଷୀୟ ଝିଅର ବାପା ବି ପଜିଟିଭ…