Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ ଓ ୬ ଆହତ

ରାଉରକେଲା: ବାଲୁଘାଟ ନିକଟରେ ଏକ ମିନିବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ମୃତ ଓ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନା ରେ ଚିକିତ୍ସା…

କମୁଛି କରୋନା କେସ୍: ରାଜ୍ୟରୁ ୨୪ ଘଣ୍ଟାରେ ୩୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ କେସ ବଢୁଛି । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୦୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୩୧ଟି । ୨୬ ଜିଲ୍ଲାରୁ ନୂଆ…

ରାଜ୍ୟରେ କଲବଲ କରୁଛି ଶୀତ, ୧୧ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ। ବଢୁଛି ଥଣ୍ଡା । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ିରେ ପାରଦ ରହିଛି ୭ ଡିଗ୍ରୀ ସେଲସିୟସ୍। ଝାରସୁଗୁଡ଼ାରେ ୮.୨, ବାରିପଦା…

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ; ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଆହ୍ବାନ

ଭୁବନେଶ୍ୱର: ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ କରାଯାଇଛି। ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ…

ଆଜିଠୁ ସାମାନ୍ୟ କମିବ ଶୀତର ପ୍ରକୋପ: ପାଣିପାଗ ବିଭାଗ

ଭୁବନେଶ୍ୱର: ବିଗତ କିଛିଦିନ ହେବ ଅସହ୍ୟ ଶୀତରେ ଥରୁଥିଲା ଓଡିଶା। ତେବେ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ।…

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଡିସେମ୍ବର ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ରହିଥିବା ସୂଚନା ଏହାପରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୭୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୭୧ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୩,୭୪୯ ଜଣ ସୁସ୍ଥ ହୋଇଛନ୍ତି।…

ରାଜଧାନୀରୁ ୨୦ ପଜିଟିଭ ଚିହ୍ନଟ, ସେଥିରୁ ୧୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୧୭ ଲୋକାଲ୍ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩…

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ୪ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି…

ବିଦାୟ ୨୦୨୦: ଏବର୍ଷ ଓଡ଼ିଶାର ଏସବୁ ପର୍ବପର୍ବାଣୀ ଓ ପରମ୍ପରାରେ ଲକ୍ଷ୍ମଣରେଖା ଟାଣିଲା କରୋନା

ଭୁବନେଶ୍ୱର: କରୋନା କାୟା ଭିତରେ ଚାଲିଗଲା ବର୍ଷ ୨୦୨୦ । ପର୍ବପର୍ବାଣୀ କୁହନ୍ତୁ କି ମନୋରଞ୍ଜନର ଯେଉଁ ସବୁ ମାଧ୍ୟମ ଥିଲା ସବୁ ଏକ ପ୍ରକାର ଠପ୍ ହୋଇଗଲା । ଲୋକଙ୍କ ପାଖରୁ ଖୁସିକୁ ଛଡ଼ାଇ ନେଲା ମହାମାରୀ । ଘରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା । କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ…