Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି; ଯୁବ ଚିତ୍ରକରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା। ଏଭଳି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା…

ବ୍ରହ୍ମପୁରରୁ ୧୯ ଚୋରା ବାଇକ ଜବତ, ୧୦ ଗିରଫ

ବ୍ରହ୍ମପୁର: ହିଞ୍ଜିଳି ପୋଲିସ ଟିଭିଏସ, ହୋଣ୍ଡା, ହିରୋ ହୋଣ୍ଡା, ୟାମାହା, କିନେଟିକ୍ ଏବଂ ପଲସର ସମେତ ୧୯ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ବୁରୁପଡା ଗାଁର ମିତୁ ଦଳେଇଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୧୧ରେ ଖଣ୍ଡରା ଛକ ନିକଟରେ ଗାଡ଼ି…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ କରୋନା ପଜିଟିଭ…

ଜଳ ଯୋଗାଣରେ କାର୍ଯ୍ୟରତ ୮୦୩ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ପ୍ରଦାନ

ଭୁବନେଶ୍ୱର: ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ୮୦୩ ଜଣ ୱାର୍କ ଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବାହ୍ନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଠାରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନେଇ…

ଯକ୍ଷ୍ମା ବିରୋଧରେ ଓଡ଼ିଶାର ଜୋରଦାର ଲଢେଇ, ଶ୍ରେଷ୍ଠ ଦୁଇ ରାଜ୍ୟ ମଧ୍ୟରେ ପାଇଲା ସ୍ଥାନ

ପ୍ରତିଦିନ ଯକ୍ଷ୍ମା ରୋଗ ଦ୍ବାରା ଭାରତରେ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ତେଣୁ ଯକ୍ଷ୍ମାର ନିୟନ୍ତ୍ରଣ ଭାରତବର୍ଷରେ ଅନ୍ୟତମ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା…

ନଅମାସ ପରେ ଖୋଲିବ ଶ୍ରୀମନ୍ଦିର, ଚକା ନୟନ ଦର୍ଶନ କରିବେ ଭକ୍ତ

ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର…

ରାଜ୍ୟରେ ୧୮ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୮ ଶହ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩ଟି ଜିଲ୍ଲାର ଆକ୍ରାନ୍ତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୮ ଶହ ୨କୁ ବୃଦ୍ଧି ପାଇଛି । Regret to inform the demise of…

କ୍ରାଇମବ୍ରାଞ୍ଚର ଖୁଲ୍ଲାସା: ଟାଟା ଏମଡି କହି ଠକିଛନ୍ତି ଜୁନିୟର ପାଠକ, ଚାକିରି ଆଶାୟୀଙ୍କଠାରୁ ନେଇଛନ୍ତି ପୁଳା ପୁଳା…

ଭୁବନେଶ୍ୱର: ଟାଟା ଏମଡି କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଚାକିରି କରାଇ ଦେବାକୁ କହି ଆଶାୟୀଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି । ଜୁନିୟର ପାଠକଙ୍କ କାରସାଦିର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟାଟା ମୋଟର୍ସରେ ଚାକିରି…

ରାଜ୍ୟର ୧୬ ଜିଲ୍ଲାରୁ ୧୦ରୁ କମ୍ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ୩୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୧୪୨ଟି ରହିଛି । ରାଜ୍ୟର ୨୭ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଥିବା ବେଳେ ୧୬…