Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ ଗାଡ଼ି, ଶଳା-ଭିଣୋଇ ମୃତ

ନୂଆପଡ଼ା: ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡ଼ିଲା ସ୍କର୍ପିଓ ଗାଡ଼ି । ଦୁର୍ଘଟଣାରରେ ଶଳା-ଭିଣୋଇଙ୍କର ମୃତ୍ୟୁ ହୋଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ମୃତକମାନେ ହେଲେ ଭିଣୋଇ କଲ୍ୟାଣ ବାଗ ଓ ଶାଳକ ଲଖନ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ, ପଚାରିଲେ ଏସବୁ ପ୍ରଶ୍ନ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ୨୦୧୪ରେ…

ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶୀଘ୍ର ଖୋଲାଯାଉ । ଏହି ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ସେ ସକାଳୁ ସକାଳୁ ପୁରୀରେ ପହଞ୍ଚିଥିଲେ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ପୁରନ୍ଦେଶ୍ୱରୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ…

ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ବାସେଳି ସାହି ଥାନା ବାଲି ସ୍କୁଲ ନିକଟରେ ହୋଇଥିବା ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ବାସେଳି ସାହି ଥାନା ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ୱାଇଁ ଓ ଲୋକନାଥ ରୋଡ୍ ଅଞ୍ଚଳର ଲୋକନାଥ ମିଶ୍ର । ଭାଗ୍ୟଧର ହରିଚନ୍ଦନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ…

ରାଜ୍ୟର ବିଭିନ୍ନ ଟୋଲ୍ ଗେଟରେ କୃଷକ ସଂଗଠନର ବିକ୍ଷୋଭ

ଭୁବନେଶ୍ୱର: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନର ଆନ୍ଦୋଳନକୁ ସମର୍ଥନ ଦେଇ ଓଡ଼ିଶାରେ ବିକ୍ଷୋଭ ପ୍ରଦର୍ଶନ । ଆଜି ବିଭିନ୍ନ ଟୋଲ୍ ଗେଟ ଆଗରେ କୃଷକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ପିପିଲି ଟୋଲ୍ ଗେଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ବିକ୍ଷୋଭ କରିଛି । ସମସ୍ତ…

ପାଖାପାଖି କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୁଳ:  ଅନୁଗୁଳ ଜିଲ୍ଲା କଣଲୋଇ ଅଞ୍ଚଳରେ ଶନିବାର ଦିନ ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ। ସ୍ଥାନୀୟ ଅଞ୍ଚଳର ପ୍ରାୟ କୋଟିଏ ଟଙ୍କାର ଗଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କରିଛି ବିଭାଗ। ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ପ୍ରାୟ ୯୦୦୦ ଗଞ୍ଜେଇ…

ଯାଜପୁର ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ

ଯାଜପୁର : ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ। ରାଜପଥରେ ଲୁଟପାଟ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ଜିଲ୍ଲା ଟମକା ପୋଲିସ। ଗତ ୯ ତାରିଖରେ ସ୍ଥାନୀୟ ଗୌଡବାହାଳି ଛକ ନିକଟରେ ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ୩ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ମରଣାନ୍ତକ ଆକ୍ରମଣ…

ପରୀ ଘଟଣାର ପୁନରାବୃତ୍ତି; ନୟାଗଡ଼ର ଗାଁ ଦାଣ୍ଡରୁ ଆଉ ଜଣେ ଶିଶୁ କନ୍ୟା ନିଖୋଜ

ନୟାଗଡ: ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ପୁଣି ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ନୟାଗଡ ଜିଲ୍ଲା…

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଯଖପୁରା ଥାନା ବିଜୁପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲର ସହ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ୍ ଆରୋହୀ ୨ଜଣ କଳିଙ୍ଗନଗର ଥାନା…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ…