Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଇକକୁ ଧକ୍କା ଦେଲା ଡମ୍ପର, ଦୁଇ ଜଣଙ୍କର ମୃତ୍ୟୁ

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା…

ଘର ଉପରେ ମାଡିଗଲା ଟ୍ରକ, ପରିବାରର ୩ ଜଣ ଗୁରୁତର

କେନ୍ଦୁଝର: ରାତିରେ ଭାରସାମ୍ୟ ହରାଇ ଘର ଭିତରେ ମାଡ଼ି ଗଲା ଟ୍ରକ । ଘର କାନ୍ଥ ଭୁଶୁଡ଼ି ତିନି ଜଣ ଆହତ ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଷଠିଘର ସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଗୋଟିଏ ମହୁଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ି…

କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ ନେଇ ଦେଖାଦେଇଛି ବିବାଦ; ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟ୍ରକ ମାଲିକ ସଂଘ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ ନେଇ ଦେଖାଦେଇଛି ବିବାଦ। ଖଣି ପରିବହନ କ୍ଷେତ୍ରରେ ଗାଡିମାଲିକଙ୍କ ପ୍ରତି ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ । ଏହା…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ୨ ମାଓବାଦୀ ନିହତ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରେ ଗଡ଼ିଲା ୨ ମାଓବାଦୀଙ୍କ ମୁଣ୍ଡ । ସ୍ୱାଭିମାନ ଅଞ୍ଚଳର ଗାଜଲମାମୁଡି ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ବିଏସଏଫ୍, ଏସଓଜି ଓ ଡିଭିଏଫ୍ ଯବାନ ଗାଜଲମାମୁଡି ଅଞ୍ଚଳରେ ମିଳିତ କମ୍ବିଂ…

ରାଜଧାନୀର ବିଭିନ୍ନ ବାରରେ ଅତର୍କିତ ରେଡ୍: ୪ଟି ବାର ସିଲ, ଫାଇନ୍ ଆଦାୟ

ଭୁବନେଶ୍ୱର: ଆକ୍ସନ ମୁଡରେ କମିଶରେଟ ପୋଲିସ । ରାଜଧାନୀର ବିଭିନ୍ନ ବାରରେ ରାତି ଅଧିଆ ରେଡ୍ । ଗତକାଲି ରାତିରେ ଅଚାନକ ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି ବାରକୁ ସିଲ୍ କରାଯାଇଛି । କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା…

ପୁରୀ: ମରଣାନ୍ତକ ଆକ୍ରମଣ ଘଟଣା, ନାବାଳକ ସମେତ ୩ ଗିରଫ

ପୁରୀ: ପୁରୀ ବାସେଳୀ ସାହି ଥାନା ଗୋଖା ସାହିର ବାସିନ୍ଦା ବିଜୟ କୁମାର ପଣ୍ଡା ଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାନୁସାରେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ସମ୍ପୃକ୍ତ…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

ପଣ୍ଡ ହେଲା ଏଟିଏମ୍ ଲୁଟ୍ ଯୋଜନା; ୫ ଗିରଫ

ପୁରୀ: ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ କଲା ପୋଲିସ। ପୁରୀ ବାସେଳୀ ସାହି ଥାନା ପୋଲିସ ଏଟିଏମ ଲୁଟ ଯୋଜନାକୁ ପଣ୍ଡ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁଦର୍ଶନ ନଗରର ରାଜା ଓରଫ ରାଜେଶ ବାରିକ, ଭୁଦାନ ନଗରର ରବି ସୁବୁଦ୍ଧି, ମୁନା ଓରଫ ମହେନ୍ଦ୍ର ସାହୁ,…

ଶ୍ରୀମନ୍ଦିରରେ ଆଜିଠୁ ଦୀପାବଳୀ ନୀତି

(ଦୀପାବଳୀ ନୀତିର ପ୍ରଥମ ଦିନ )  କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚାବସାନତଃ । ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ମଧ୍ୟେ ଘୃତୈଯୁର୍ତାନ । ଆଜି ପବିତ୍ର ଦେବ ଦୀପାବଳୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର…

କରୋନା କାଳରେ ଓଡ଼ିଶାରେ ଲକ୍ଷେ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଇଣ୍ଡିଆରେ ମାନୁଫାକଚରିଂ ହବ୍ ଭାବରେ ଉଭା ହେଉଛି ଓଡ଼ିଶା । ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଫାଇଭ-ଟି ଓ ମୋ ସରକାର ବଡ଼ ପରିବର୍ତ୍ତନ। ଫିକି ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ‌ ବୈଠକରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…