Latest Odisha News

BREAKING NEWS

Browsing Category

ଓଡିଶା

Odisha

SriKhetra Puri: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା…

ମହଙ୍ଗା ପଡିଲା ଖଣ୍ଡା ଧରି ଡାଇଲଗ ମାରିବା, ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଖଣ୍ଡା ଧରି ଧମକ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାପରେ ତାଙ୍କୁ ଗିରଫ କରାଯାଇଛି। ତେବେ ଏହି ଭିଡିଓଟି ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ଼ ଡୁମ୍ବୁଲା ଗ୍ରାମର ସୁଶାନ୍ତ ମହାକୁଡ କରିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ…

ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ନେଇ କଟକଣା

ଭୁବନେଶ୍ୱର: ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ପ୍ରଦାନ। ଦୀପାବଳିରେ ରାତି ୯ଟା ପରେ କଟକ ସହରରେ ଆତସବାଜି ଫୁଟାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ଚେତାବନୀ ଦେଇଛି। ସହରବାସୀଙ୍କୁ କେବଳ ସନ୍ଧ୍ୟା ୭ଟାରୁ…

ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼।ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି। ଏହି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହଠାତ୍ କେହି ତାଙ୍କ…

ଟ୍ରେନ ଟ୍ରାକ ଉପରେ ପଡ଼ିଲା ପଥର, ରେଳ ଚଳାଚଳ ପ୍ରଭାବିତ…

ଜୟପୁର: ଆନ୍ଧ୍ରର ଚିମିଡିପାଲି ଏବଂ ତାୟଡା ଷ୍ଟେସନ ମଧ୍ୟରେ ରେଳ ଧାରଣାକୁ ଖସିଛି ବିରାଟ ପଥର ଖଣ୍ଡ। ଫଳରେ ଶନିବାର ବିଳମ୍ବିତ ରାତିରେ ଆନ୍ଧ୍ର-ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା କେକେ ରେଳ ଲାଇନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ପରେ ଉକ୍ତ ରୁଟରେ ଟ୍ରେନ୍ ସେବା…

୫ଶହ ବାଇକ୍‌, ୧୦୦ ମୋବାଇଲ୍‌ ଫେରାଇଲା ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସ ଚୋରି ମୋବାଇଲ ଓ ବାଇକ ଫେରାଇଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହୋଇଥିଲା ଚୋରି । କେନ୍ଦୁଝର ଏସପି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ବାଇକ ଓ ୧୦୨ ମୋବାଇଲକୁ ପ୍ରକୃତ ହିତାଧିକାରୀଙ୍କୁ ଫେରାଯାଇଛି । ସୂଚନାଥାଉକି, ଏସପି ସମସ୍ତ ଗାଡି ଓ ମୋବାଇଲର…

ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ; ଚାଲିଗଲା ୨ ଜୀବନ

କଟକ: ଚାରିଦିନ ତଳେ ଗାଁରେ ଦୁଇ ଜଣ ବାଣ ତିଆରି କରୁଥିବା ସମୟରେ ଅସାବଧାନତା ବଶତଃ ବାଣ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଦୁଇ ଜଣ ଗୁରୁତର ହୋଇଥିଲେ । ଆଜି ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମୃତ୍ୟୁ ହୋଇଛି । ତିଗିରିଆ ଥାନା ପୁରୁଣା ତିଗିରିଆ ବାଣ ବିସ୍ପୋରଣ ଘଟଣାରେ ପ୍ରାଣ…

ହଜାର କୋଟିର ଠକେଇ ଅଭିଯୋଗ; ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ୧୦ ରାଜ୍ୟରେ ୧,୦୦୦ କୋଟିରୁ ଅଧିକ ଟଙ୍କାର ପୋଞ୍ଜି ଯୋଜନା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶନିବାର କଟକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଜଣେ ନିବେଶକଙ୍କ ଅଭିଯୋଗ ପରେ ଝିଙ୍କିରିଆର ୪୨ ମୌଜାର ପ୍ରତାପ କୁମାର ରାଉତଙ୍କୁ କଟକରୁ…

ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍!

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ…

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ସ୍କୁଲ ଓ କଲେଜ ଛୁଟି ଘୋଷଣା 

ଭୁବନେଶ୍ୱର: ସାରା ରାଜ୍ୟରେ ଦୀପାବଳି ପାଇଁ ଓଡ଼ିଶା ସରକାର ଅକ୍ଟୋବର ୨୦ ତାରିଖ ଦିନ ସମସ୍ତ ସ୍କୁଲ, କଲେଜ ଏବଂ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଏଥିରୁ ବାଦ ପଡ଼ିଛି ନୂଆପଡା ଜିଲ୍ଲା। ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଶନିବାର ଏ…