Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନୁଗୁଳରେ ଜିନ୍ଦଲ ଷ୍ଟିଲର ୬ ଏମଟିପିଏ ସମ୍ପ୍ରସାରଣ କାର୍ଯ୍ୟ ଶେଷ; ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମଟିପିଏକୁ ବୃଦ୍ଧି

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (BOF-3)କୁ କାର୍ଯ୍ୟକ୍ଷମ କରି ବାର୍ଷିକ ୬ ନିୟୁତ ଟନ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିଛି । ଏହା ଦ୍ବାରା ଅନୁଗୁଳ କାରଖାନାର ଅଶୋଧିତ ଇସ୍ପାତ…

ନୂତନ ନର୍ସିଙ୍ଗ ଏବଂ ରେଡିଓଗ୍ରାଫର ପଦବୀକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି…

ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ରାଜ୍ୟର କେତେକ…

ଭୁବନେଶ୍ୱର: ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୧୫…

ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚରମ ଅବହେଳା ଅଭିଯୋଗ। ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ଜଣେ ୧୧ ବର୍ଷ ନାବାଳକର ଜୀବନ ଚାଲିଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ନାବାଳକ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହସ୍ପିଟାଲ ସମ୍ମୁଖରେ…

ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ: ସନାତନ ବିଜୁଳି

ଭୁବନେଶ୍ୱର: ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ ବୋଲି ଶୂନ୍ୟକାଳରେ ବିଜେପି ବିଧାୟକ ସନାତନ ବିଜୁଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଆଗରେ ହସି ଦେଇ ପଛରେ ଛୁରୀ ମାରିବାରେ ମାହିର । ବିଜେଡ଼ି ଛିଡି ଛିଡି ଯାଉଛି । ଶେଷରେ କେବଳ ଦୁଇ ଜଣ ଥିବେ । ଆଉ ସବୁ ପଦ୍ମ…

ବାଲେଶ୍ବରରେ ପୁଣି ଫୁଟିଲା ଗୁଳି, ୨ ଯୁବକ ଗୁରୁତର

ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲାର ଅରଡ ବଜାରରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମନୋଜ ସାହୁ ଏବଂ କାର୍ତ୍ତିକ ପ୍ରସାଦ। ଜଣକ ବାମ ହାତ ଓ ଆଉ ଜଣକ…

ବିଧାନସଭା ଅଚଳ କରିବାରେ ବିରୋଧୀ ଫଳପ୍ରଦ ହେବେ ନାହିଁ: ଅଶୋକ ମହାନ୍ତି

ଭୁବନେଶ୍ୱର: ଏସିବି ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାକୁ ନେଇ ବିରୋଧୀ ବାରମ୍ବାର ବିଧାନସଭା ଅଚଳ କରିବା ହାସ୍ୟାସ୍ପଦ। ସେଥିରେ ବିରୋଧୀ ଦଳ ଫଳବତୀ ହେବେ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ଏସ୍‌ସିବି ମେଡ଼ଇକାଲ କଲେଜ ଘଟଣାକୁ ନେଇ ବିରୋଧୀମାନେ ଅଡ଼ି ବସି ଗୃହକୁ ଅଚଳ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏସସିବି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦାବି ଜୋର ଧରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଛନ୍ତି ନବୀନ । ଏତେ ବଡ଼ ଘଟଣା ପରେ ବି କୌଣସି…

ଓଟିଇଟି ପରୀକ୍ଷା ପାଇଁ ଆବେଦନ ୨୬ରୁ, ମେ’୨୯ରେ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ମେ’ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍‌ଲାଇନ୍ ଜରିଆରେ ଆବେଦନ ଆମନ୍ତ୍ରଣ କରାଯାଇଛି। ନୂତନ ଓ ସେବାରତ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ।…

ଫୁଲବାଣୀ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟରରେ ପାଠ ପଢ଼ାଇଲେ ଜିଲ୍ଲାପାଳ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୦୨୩ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଜିଲ୍ଲା ଇ- ପାଠାଗାର ସହ ସଂଲଗ୍ନ ଏଚ ଆର ଡି ସି ବିଲ୍ଡିଙ୍ଗରେ ପ୍ରତିଷ୍ଠିତ ହୋଇଛି ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ । ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,…