Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁବର୍ଣ୍ଣପୁରରେ ହାତୀ ଆକ୍ରମଣ: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଚ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଉଗ୍ରସେନ ଭୋଇ ଏବଂ ତାଙ୍କ ବୟସ ୫୭ ବର୍ ବୋଲି ଜଣାପଡିଛି।ହାତିପାଉଲ ଗାଁ ଜଙ୍ଗଳରେ ହାତୀ ପଲ କିଛି ଦିନ ହେବ ଉତ୍ପାତ କରି ଆସୁଛନ୍ତି ।…

ପେପରଲେସ୍ ବିଧାନସଭା ପାଇଁ ଆଜିଠୁ ବିଧାନସଭା କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଏଣିକି ବିଧାନସଭାରେ ଅନଲାଇନ ଫାଇଲ କାମ ହେବ । ଆଉ ପେପରଲେସ୍ ହେବ ବିଧାନସଭା । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ…

ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଓ ତାଲିମ ପାଇଁ ଜିଲ୍ଲାର ଯୁବକ ଯୁବତୀଙ୍କୁ ଡିଏମଏଫର ସହାୟତା

ସୁନ୍ଦରଗଡ଼: ପ୍ରବାସ ଫେରନ୍ତା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଶିକ୍ଷା ଓ ତାଲିମ ଲାଗି ସହାୟତାର ହାତ ବଢ଼ାଇଛି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଶିକ୍ଷାବର୍ଷ ପାଇଁ…

ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରି

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା। ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ। ଏହି…

[ଭିଡ଼ିଓ] ଯୁବ ସମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ପୁରୀ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି। ସ୍ୱର୍ଗତଃ ପ୍ରବୀର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅକାଳରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୬୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୬୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1324352898298376193?s=19 …

୫ଟି ମେଗା ପ୍ରକଳ୍ପକୁ ଓଡିଶା ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର: ମେଟାଲ କ୍ଷେତ୍ରରେ ୯୨,୭୧୩ କୋଟି ଟଙ୍କା ବିନିମୂଲ୍ୟରେ ୫ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଡିଶା ସରକାର । ଆଧିକାରୀକ ବିଜ୍ଞପ୍ତି ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲୁସନ୍ (ଆଇପିଆର୍‌-୨୦୧୫) ମଧ୍ୟରେ ଶିଳ୍ପନୀତିରେ ଏହା ଏକ ବଡ ପୁଞ୍ଜିନିବେଶ ହୋଇଥିବା…

‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’

ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩%…

କୁଳଡିହା ହାତୀଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ଭୁବନେଶ୍ୱର: ଝାଡ଼ଖଣ୍ଡ ହାତୀ ନୀଳଗିରି ମୁହାଁ ହୋଇଥିବା ବେଳେ ବନ ବିଭାଗ ଏକପ୍ରକାର ଚିନ୍ତିତ ହୋଇପଡିଛି। ସୂଚନା ଅନୁଯାୟୀ ଗତକାଲି ରାତ୍ରୀରେ କୁଳଡିହା ହାତୀ ଅଭୟାରଣ୍ୟରୁ ବାହାରି ଧାନ ଫସଲ ନଷ୍ଟ କରିବା ବନ ବିଭାଗ ଙ୍କ ନିଦ ହଜାଇ ଦେଇଛି। କୁଳଡିହା ଅଭୟାରଣ୍ୟରୁ ଦୁଇଗୋଟି ହାତୀ ସୀମାନ୍ତ…

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ । ଏହି ବାଘ ଶରୀରରେ କଳା କଳା ପଟା ରହିଛି। ଏହି ବିରଳ ବାଘର ଫଟୋ ଚିତ୍ର ଏବେ କ୍ୟାମେରାରେ କଏଦ୍ ହୋଇଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦…