Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଟିଏ ଦିନରେ ଭୁବନେଶ୍ୱରରୁ ୬୮ କୋଭିଡ ପଜିଟିଭ; ୧୧୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୫୪ଟି ସ୍ଥାନୀୟ ମାମଲା ରହିଛି ।…

‘ଚଞ୍ଚକତା କରି, ଲୋକଙ୍କୁ ଠକି ସାରୁଅ ଜମି ହଡପ କରାଯାଇଛି’

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ନେଇ ନୂଆ ସୂଚନା ଦେଲା କ୍ରାଇବ୍ରାଂଚ । ଚଞ୍ଚକତା କରି, ଲୋକଙ୍କୁ ଠକି ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡକ କରିଚି । ପ୍ରଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ…

ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଗୁନିଆ ପୋଲିସ ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ବେଆଇନ୍ ଭାବେ ଗୋପାଳପୁର…

ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ତେବେ ଏଥର ମଧ୍ୟ କୋଭିଡ କଟକଣା ଭିତରେ ଏହି ଅଧିବେଶନ ବସିବ । ଏଥିସହ ଦୈନିକ ସାଢ଼େ ୪ ଘଂଟା ପାଇଁ ବସିବ ବିଧାନସଭା । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଶ୍ନକାଳ…

ଆରପାରିରେ ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ

ନୟାଗଡ: ଚିରନିଦ୍ରାରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକ ଭିକାରୀ ମହମ୍ମଦ। ନୟାଗଡ ଜିଲ୍ଲାର ଖଣ୍ତପଡା ଠାରେ ଜନ୍ମିତ ଭିକାରୀଙ୍କୁ ଖଣ୍ଡପଡାର ସାଲବେଗ ଭାବରେ ସାରା ଓଡ଼ିଶା ଜାଣିଛି। ସଂଗୀତଜ୍ଞ ଭିକାରୀ ମହମ୍ମଦ ବୁଧବାର ପାଖାପାଖି ୧୧.୪୫ ମିନିଟ୍ ରେ ପ୍ରାଣ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…

କୃଷକ ବିରୋଧି ଆଇନ ପ୍ରତ୍ୟାହାର ଦାବିରେ ପୁରୀରେ ଆନ୍ଦୋଳନ

ପୁରୀ: କୃଷି ବିଲ କୁ ବିରୋଧ କରି ସାରାଦେଶରେ ଦେଖାଯାଉଥିବା ଜନ ଆନ୍ଦୋଳନକୁ ସମର୍ଥନ କରିଛି ପୁରୀ ଜିଲ୍ଲା କୃଷକ ସଂଘ। ସୂଚନାଯୋଗ୍ୟ, ଦେଶର ଚାଷୀଙ୍କ ପାଇଁ କୃଷିଋଣ ଛାଡ଼ ଓ କୃଷିଜାତ ସାମଗ୍ରୀର ଦେଢ଼ଗୁଣା ଦର ବୃଦ୍ଧି ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାର କୃଷକ ବିରୋଧୀ ନୀତି…

ଘୁଞ୍ଚିଲା ଓଟିଭି ସିଏଫ୍‌ଓଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ସାରୁଆ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୯ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ହେବ । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ୍ କୋର୍ଟରେ ହେବାର ଥିଲା…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କରମୂଲା ଗ୍ରାମରେ ଗୁରୁବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳିକା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନାନୁସାରେ ଅନିତା ଓ ଅଙ୍କିତା ମଲ୍ଲିକ ନାମକ ଦୁଇ ଭଉଣୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପରେ ଦୁହେଁ ପାଣିରେ…

ପୁରାତନ ଛାତ୍ର ପ୍ରବୀର ପ୍ରଧାନଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ 

ଢେଙ୍କାନାଳ,୫ା୧୧: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବାଲେଶ୍ୱର ବିଧାୟକ

ଭୁବନେଶ୍ୱର: ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ । ଏସମ୍ପର୍କରେ ତତକାଳୀନ ପଦକ୍ଷେପ…