Latest Odisha News

BREAKING NEWS

Browsing Category

ଓଡିଶା

Odisha

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: DNAରୁ ସ୍ପଷ୍ଟ ହେଲା ସିମାଂଚଳ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଛି ଡିଏନଏ ରିପୋର୍ଟ। ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ, ତାହା ନିଖୋଜ ହୋଇଥିବା ସିମାଂଚଳ ପରିଡାଙ୍କର । ଅର୍ଥାତ, ବିସ୍ଫୋରଣରେ ସିମାଂଚଳ ପରିଡାଙ୍କ ମୃତ୍ୟୁ…

ଟ୍ୱିନ୍ ସିଟିରେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ଆକାଶ ଛୁଇଁଲାଣି ପନିପରିବା ଦର। ରିବା ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲଗିଛି।ପିଆଜ ଭଳି ଅତ୍ୟାବଶ୍ୟକୀୟ ପନିପରିବାର ଦର ପ୍ରତିଦିନ ବଢ଼ିବାରେ ଲାଗିଛି । ବର୍ଷର ଯେଉଁ ସମୟରେ ପରିବାର ମୂଲ୍ୟ କମ୍ ରହିବା କଥା ସେହି ସମୟରେ ପାରିବା ଦର ଆକାଶ ଛୁଆଁ…

ଖରିଫ ଧାନ ସଂଗ୍ରହ ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ଜେନେରେଟ ହେବ ।…

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ…

ଦୁଲୁକୁଛି ପ୍ରଚାର ମଇଦାନ, ଜମୁଛି ବେଣୁଧରଙ୍କ କ୍ୟାମ୍ପେନ

ବାଲେଶ୍ୱର: ପାଖେଇ ଆସିଲାଣି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ । ଏଥିପାଇଁ ଜମୁଛି ପ୍ରଚାର । ଦୁଲୁକୁଛି ପ୍ରଚାର ମଇଦାନ । ନେତା ମନ୍ତ୍ରୀଙ୍କ ସ୍ୱରରେ କମ୍ପୁଛି ବାଲେଶ୍ୱର-ତିର୍ତ୍ତୋଲ । ନେତାଠାରୁ ଆରମ୍ଭ କରି ଷ୍ଟାର କ୍ୟାମ୍ପେନରଙ୍କ ଲାଗିଛି ଭିଡ । ଅନେକ ହେଭିୱେଟ୍ ନେତାଙ୍କ ମଧ୍ୟ…

ରାଜ୍ୟରେ ପୁଣି କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।…

ରାଜ୍ୟରେ ୧୬୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ମିଟର । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳେ ରହୁଛି । ଗତ ୨୪ ଘଂଟାରେ ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍…

ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ତେବେ ହାଜାରେ କି ଲକ୍ଷେ ନୁହେଁ ଏକାଥରକେ ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ ଜିଏସ୍‌ଟି…

ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ

ଗଞ୍ଜାମ: ବୋମା ଭିଡୁଥିବା ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ବଡଗଡ ଭୀମପୁର ଗାଁରେ ଘଟିଛି ଏଭଳି ଅଘଟଣ । ବଡ ଧରଣର ବିସ୍ଫୋରଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ…

କୂଅ ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତ ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ସୀମା ଅନ୍ତର୍ଗତ ଗୋଡିପଡା ଗ୍ରାମରେ ଥିବା ଏକ କୂଅ ଭିତରୁ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ଭର୍ସା ଶ୍ରୀଚନ୍ଦନ ଏବଂ ତାଙ୍କର ୭ ବର୍ଷର ପୁଅ ଲକି ବୋଲି ଜଣାପଡିଛି। ସୂଚନାନୁସାରେ, ମାଆ ପୁଅଙ୍କ ମୃତଦେହ…