Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି…

୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୧ ବର୍ଷ; ଆଜିବି ମନରୁ ଲିଭିନାହିଁ ସେହି ଭୟଙ୍କର ବିଭୀଷିକା

ଭୁବନେଶ୍ୱର: ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ପୁରିଛି ୨୧ ବର୍ଷ। ପ୍ରକୃତିର ଏହି ତାଣ୍ଡବକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଆଜିବି ଲୋକଙ୍କ ମନରୁ ଲିଭି ନାହିଁ ମହାବାତ୍ୟାର ସେହି ଭୟଙ୍କର ବିଭୀଷିକାର ଦୃଶ୍ୟ। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଓଡ଼ିଶା…

ସ୍କୁଲ ଖୋଲିବା ଆଗରୁ ବିଦ୍ୟାଳୟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ସୂଚନାନୁସାରେ, ପ୍ରଥମେ ୯ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି ମାତ୍ର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।…

ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋଙ୍କ ଭର୍ଚୁଆଲ ରାଲି

ବାଲେଶ୍ୱର: ଉପନିର୍ବାଚନକୁ ମଝିରେ ରହିଲା ଆଉ ଚାରି ଦିନ । ଦୁଇ ଦିନ ପରେ ଥମିବ ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନ ବ୍ୟାଟଲ୍ ଗ୍ରାଉଣ୍ଡରେ ହେଭିଓ୍ୱେଟ କ୍ୟାମ୍ପେନିଂ ଚାଲିଛି । ଆଜି ଡିଜିଟାଲ୍ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ…

କରୋନା ସମ୍ପର୍କରେ ଏବେବି ଅଜଣା ଓଡ଼ିଶାର ଏହି ଗାଁ

ଭୁବନେଶ୍ୱର: ଗାଁ ଠୁ ସହର, ଦେଶ ରୁ ବିଦେଶ ସବୁଠି ନିଜର କାୟା ବିସ୍ତାର କରିଛି କରୋନା। ଏହି ମହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଚେତନତା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି ପ୍ରଶାସନ। ତେବେ ସବୁଠୁ କରୋନା ନିଜର କୋପ ବଢ଼ାଇ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ଏକ…

ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ । କନ୍ଧମାଳ ଜିଲ୍ଲାରେ ଥାଣ୍ଡା ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ କଲେଣି ଲୋକ । ଗତକାଲି…

ଆପୋଲୋ ହସ୍ପିଟାଲ ପକ୍ଷରୁ ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସର ଉନ୍ମୋଚନ

ଭୁବନେଶ୍ୱର:ଆପୋଲୋ ହସ୍ପିଟାଲ୍‌ସ, ଭୁବନେଶ୍ୱର ପକ୍ଷରୁ ଆଜି ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସକୁ ଉନ୍ମୋଚନ କରାଯାଇଛି । ଯେଉଁ ରୋଗୀମାନେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି କିନ୍ତୁ ଏହି ସଂକ୍ରମଣର ମଧ୍ୟମ ଓ ଦୀର୍ଘମିଆଦୀ ପ୍ରଭାବ ଦ୍ୱାରା ପୀଡ଼ିତ ସେମାନଙ୍କ ପାଇଁ ଏହି ପୋଷ୍ଟ-କୋଭିଡ୍…

ଅଗ୍ନି ନିରାପତ୍ତା ନିୟମ ଉଲଂଘନ ନେଇ ପୁଣି ବିବାଦରେ ଓଟିଭି

ଭୁବନେଶ୍ଵର: ଓଟିଭିକୁ ନେଇ ଘନେଇବାରେ ଲାଗିଛି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ଚାଲିଛି ଓଟିଭି। ନିକଟରେ ଓଟିଭି ଅଗ୍ନି ନିରାପତ୍ତା ନିୟମ ମାନୁନଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ପଟିଆର ସ୍ଥିତ ନିଜର କାର୍ଯ୍ୟାଳୟ ପରିସରରେ ଓଟିଭି ଅଗ୍ନି ନିରାପତ୍ତା ନିୟମ…

ସ୍ୱଚ୍ଛ ସର୍ବେକ୍ଷଣ ନିମନ୍ତେ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ

ରାଉରକେଲା: ଏବେ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ଏଥିଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ମହାନଗର ନିଗମ ପକ୍ଷରୁ ଏଥିଲାଗି ୩ଟି ପ୍ରତିଯୋଗିତା ଆରମ୍ଭ ହୋଇଛି। ଗତବର୍ଷ ରାଉରକେଲା ସ୍ୱଚ୍ଛ ସର୍ବେକ୍ଷଣ…

‘ଭୁୁବନେଶ୍ୱରରେ କମୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ତଳମୁହାଁ ହେଉଛି କରୋନା ଗ୍ରାଫ । ଏଠାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୧୦ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି କମିଶନର…