Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକ୍ଷ୍ମୀ ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର: ଲକ୍ଷ୍ମୀ ପୂଜାରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସୂଚନା ଦେଇଛି ରାଜ୍ୟ ପରିବହନ ଅଥୋରିଟି । ପରିବହନ ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି ଦିନରେ ତଥା ଅକ୍ଟୋବର ୩୧ ତାରିଖରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ରହିବ ।…

ରେଳ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ ଟ୍ରାକରୁ ଗୁରୁବାର ଦିନ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯଶଇଛି । ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ୟବଚ୍ଛେଦ ପାଇଁ…

‘କାର୍ତ୍ତିକ ବ୍ରତ’ରେ ହବିଷ୍ୟାଳୀଙ୍କୁ ପୁରୀ ଯିବା ମନା

ଭୁବନେଶ୍ୱର: ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତ ସମୟରେ ମହିଳା ଭକ୍ତ ତଥା ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ। ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ବହୁ ସଂଖ୍ୟାରେ ମହିଳା ଓ ଖାସ୍ କରି ବିଧବା ମହିଳା ମାନେ କାର୍ତ୍ତିକ ବ୍ରତ ପାଳନ…

ବାଲେଶ୍ୱରରେ ବିଜେପୁର ଫଣ୍ଡା: ନବୀନ କହିଲେ, ମୁଁ ନେବି ବାଲେଶ୍ୱରର ଦାୟିତ୍ୱ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ଉପନିର୍ବାଚନ ଭୋଟ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ବାଲେଶ୍ୱରର ସଦର ପାଇଁ କରିଛନ୍ତି ଡିଜିଟାଲ ପ୍ରଚାର । ୨୩ ବର୍ଷରେ ପ୍ରଥମଥର ପାଇଁ ନବୀନ ଏଭଳି ଭର୍ଚୁଆଲ ରାଲି କରିଛନ୍ତି । ନବନୀ ବାଲେଶ୍ୱର ବାସୀଙ୍କୁ…

ଭୁବନେଶ୍ୱରରୁ ୯୩ ନୂଆ କୋଭିଡ ପଜିଟିଭ ଚିହ୍ନଟ; ୨୫୪ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୯୮୫ ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ; ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ଭୁବନେଶ୍ୱର, ଅକ୍ଟୋବର ୨୯ : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍‌ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ…

ଘରେ ବସି ବୁଲି ପାରିବେ ନନ୍ଦନକାନନ

ଭୁବନେଶ୍ୱର: ଏଣିକି ଘରେ ବସି ଦେଖିହେବ ନନ୍ଦନକାନନ । ଅନ୍‌ଲାଇନ୍‌ରେ ଘରେ ରହି ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ ଲୋକ । ମହାମାରୀ କରୋନା ଯୋଗୁଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ୱେବ୍‌ସାଇଟ ଲଂଚ ହୋଇଛି । ଏଥିରେ ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ…

ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା; କିପରି ଓ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ…

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍…

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି…