Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ; ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବୁଧବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଯାହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ‌। ତାଙ୍କ…

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ; ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବୁଧବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରିକି ୨…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ, ବଡ ଧରଣ ବିସ୍ଫୋରଣ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ନିଆଁ ହୁ ହୁ ହୋଇ ଜଳୁଛି । ପେଟ୍ରୋଲ ପମ୍ପ ନିକଟରେ ଲୋକେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି । ଭୟଙ୍କର ବିସ୍ଫୋରଣ ଘଟିବା ପରେ…

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ଡାକରା, ‘ଡିସେମ୍ବର ୧୦ରେ ହାଜର ହୁଅ’

ଭୁବନେଶ୍ୱର: ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲରେ ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ନୋଟିସ ପଠାଇଛନ୍ତି । ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ବର୍ଷାଙ୍କୁ ନୋଟିସ…

ଦିନକରେ ରାଜ୍ୟରେ ସର୍ବାଧିକ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଦିନକୁ ଦିନ ଗଡୁଛି ମୁଣ୍ଡ । ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଂଚିଛି । 3.A 66-year old male of Balasore district who…

କ୍ରମାଗତ ତୃତୀୟ ଦିନରେ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ତିନି ଦିନ ହେଲାଣି । ରାଜ୍ୟରେ କ୍ରମାଗତ ତିନି ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୯୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭ ଶହ ୩୭ ଥିବା ବେଳେ ଲୋକାଲ…

ହାତୀ ଉପଦ୍ରବରୁ ମୁକ୍ତି ଦେବ ‘ଐରାବତ’

ଢେ଼ଙ୍କାନାଳ: ଏଣିକି ହାତୀ ଉପଦ୍ରବରୁ ମିଳିବ ମୁକ୍ତି । ରକ୍ଷା କରିବ ‘ଐରାବତ’ । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା । ଏହି ବସ୍‌  ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ…

କରୋନା ମୁକ୍ତ ହେଲା ପୋଲସରା

ଗଞ୍ଜାମ: ଭାଙ୍ଗିଲା କରୋନା ସଂକ୍ରମଣର ଚେନ୍ । କରୋନା ମୁକ୍ତ ହେଲା ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନର ପୋଲସରା ବ୍ଲକ । ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏହା କରୋନା ମୁକ୍ତ ହୋଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୋଲସରା ବ୍ଳକ୍‌ରେ ଆଉ ନୂତନ…

ମନ୍ଦିର ଖୋଲିବା ଦାବିରେ ୯ଟାରେ ୯ ମିନିଟ୍ ଯାଏଁ ପିଟିଲେ ଘଣ୍ଟ

ଭୁବନେଶ୍ୱର: ମନ୍ଦିର ଖୋଲିବା ଦାବିରେ ଘଂଟ ପଟିଲେ ପୂଜକ । ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଚଂଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ୯ ମିନିଟ୍ ପାଇଁ ଘଂଟ ବଜାଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି । ଲକଡାଉନ୍ ପରେ ଅନ୍‌ଲକରେ ମଧ୍ୟ ମନ୍ଦିର ବନ୍ଦ…

ପୁଣି ରାଜଧାନୀରୁ ଧରାପଡିଲା ଚୋରା ବନ୍ଧୁକ, ୨ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ…