Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି । ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୧୭ କରୋନା ରୋଗୀ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୧୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୯୬୯ ଜଣ, କଟକରୁ ୩୬୮, ବରଗଡ଼ରୁ ୧୫୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ନୂଆପଡ଼ାରୁ ୧୩୫ ଜଣ, ଜଗତସିଂହପୁରରୁ ୧୨୪…

୧.୯୩ ନିୟୁତ ଟନ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରି ସହ ଜେଏସପିଏଲର ସର୍ବାଧିକ ତ୍ରୈମାସିକ ବିକ୍ରୟ ହାସଲ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୧ ଦ୍ଵିତୀୟ ତ୍ରୈମାସରେ ରେକର୍ଡ ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର ଅଭିବୃଦ୍ଧି ଜାରି ରଖିଛି। ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ…

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ସମାପ୍ତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ହୋଇଛି । ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନ ଆଜି ଦିନକ ପୂର୍ବରୁ ଶେଷ ହୋଇଛି । ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ପ୍ରାୟ ୭ଟି ବିଲ୍…

କରୋନା ନେଲା ଆଉ ୧୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୬ ଜଣ ରୋଗୀ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି । ମଙ୍ଗଳବାର ଦିନ ସୁଦ୍ଧା ଓଡିଶାରେ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ୧୦ ଟି ଜିଲ୍ଲାରୁ ରିପୋର୍ଟ ହୋଇଥିବା ନୂତନ ମୃତ୍ୟୁ ମଧ୍ୟରେ ୪ଟି ବାଲେଶ୍ୱରରୁ, ୨ଟି କଟକ ଓ…

ସେଞ୍ଚୁରିଅନ୍ ୟୁନିଭରସିଟି ପକ୍ଷରୁ ଭର୍ଚୁଆଲ୍ କନଭୋକେସନରେ ଶ୍ରୀଧରା ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍…

ଭୁବନେଶ୍ୱର : ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM)ର ଅଷ୍ଟମ ଭର୍ଚୁଆଲ୍ କନଭୋକେସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ନିର୍ଦ୍ଦେଶକ ଡ ଶ୍ରୀଧର ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି…

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି): କାରଣ, ଲକ୍ଷଣ, ନିରୂପଣ ଓ ଚିକିତ୍ସା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି ୧୦ ଭାଗ ଲୋକ କିଛି ନା କିଛି ଅକ୍ଷମତାର ଶିକାର ହୋଇଥାନ୍ତି । ଭାରତରେ ଏହା ଜନସଂଖ୍ୟାର ୩.୮ ପ୍ରତିଶତ. ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଏବଂ ବିଶ୍ୱ ଅକ୍ଷମତାର ପାଖାପାଖି ୧୫ରୁ ୨୦…