Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରୁ ୩୧୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୨୭ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଜନ୍ମଦିନ ଅବସରରେ ଜାଣନ୍ତୁ ସହିଦ ବାଜିରାଉତଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ଖୁବ୍ ଜଣାଶୁଣା। ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ସହିଦ ବାଜି ରାଉତଙ୍କ ଜନ୍ମ।ମାତା, ପିତାଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକୁଥିଲେ । ହେଲେ ୧୨ ବର୍ଷର…

ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଲା ବ୍ରଦର ହୁଡ ଗ୍ଲୋବାଲ ଫାଉଣ୍ଡେସନ

ଯାଜପୁର: ମହାମାରୀ କରୋନା ଯୋଗୁଁ ଅନେକ ଲୋକ ନିଜର ରୋଜଗାର ହରାଇଥିବା ବେଳେ ଅନେକ ଅନାହାରରେ ଦିନ କାଟୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ ସହଯୋଗର ହାତ ବଢାଇଛି ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ ଟ୍ରଷ୍ଟ ନାମକ ସ୍ୱେଚ୍ଛାସେବୀ ସଂଗଠନ । ଏହି ସଂଗଠନ ପକ୍ଷରୁ…

କରୋନାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

କଟକ: କଟକ ମୁନିସିପାଲ କର୍ପୋରେସନ (ସିଏମସି)ର ନୋଡାଲ ଅଫିସର ବିଶ୍ୱନାଥ ଲେଙ୍କାଙ୍କର ସୋମବାର ଦିନ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏନେଇ ସିଏମସି କମିଶନର ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଲେଙ୍କା କୋଭିଡ-୧୯ କଣ୍ଟ୍ରୋଲ୍ ରୁମ୍ ଏବଂ କୋଭିଡ କେୟାର ହୋମର…

ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ବାଲେଶ୍ଵର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ସୋମବାର ଦିନ ଜାଲକା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି। ଏହାପରେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ବ୍ଲକରେ ଆତଙ୍କ ଖେଳିଯାଇଛି। ନଦୀର ବିପଦ ସଂକେତ ସ୍ତର ୫.୫ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ଜଳସ୍ତର ୬.୨୩…

ଓଜେଇଇ ପରୀକ୍ଷା: ଆଜି ଉପଲବ୍ଧ ହେବ ଆଡମିଟ୍ କାର୍ଡ; ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୦ ପାଇଁ ସୋମବାର ଦିନ ଆଡମିଟ୍ କାର୍ଡ ପ୍ରକାଶ ପାଇବ। ଓଜେଇଇ ୨୦୨୦ ପାଇଁ ରେଜିଷ୍ଟର କରିଥିବା ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡକୁ ଅଫିସିଆଲ୍ ଓ୍ବେବସାଇଟ ojee.nic.in.ରେ ଅନଲାଇନରେ ଡାଉନଲୋଡ୍ କରିପାରିବେ।…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ: କୋଭିଡ ନିୟମ ଉଲ୍ଲଂଘନ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଏତଲା ହୋଇଛି । ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ବି ଏତଲା ହୋଇଛି । ଜଗନ୍ନାଥ ସେନା ପକ୍ଷରୁ ଦୁଇ ଜଣଙ୍କର ନାଁରେ ଏତଲା ଦିଆଯାଇଛି । ଏତଲାରେ ଦର୍ଶାଯାଇଛି ଯେ,…

JEE ଆଡଭାନ୍ସ ରେଜଲ୍ଟ: ୪୩, ୨୦୪ ପାସ, ଚିରାଗ ଓ କନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲେ ଜେଇଇ ଆଡଭାନ୍ସ ରେଜଲ୍ଟ । ମୋଟ୍ ୧ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ଜେଇଇ ଦେଇଥିଲେ । ପେପର-୧ ଓ ପେପର-୨ରୁ ମୋଟ୍ ୪୩ ହଜାର ୨୦୪ ଜଣ ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ଭିତର ଅଛନ୍ତି ୬ ହଜାର ୭୦୭ ଜଣ ଛାତ୍ରୀ ଓ ୩୬ ହଜାର ୪୯୭ ଛାତ୍ର ।…

ରାଉରକେଲା ପ୍ଲାଜମା ବ୍ୟାଙ୍କରୁ ଦୁଇ ମାସରେ ସର୍ବାଧିକ ୧୦୪ ୟୁନିଟ୍ ପ୍ଲାଜମା ସଂଗ୍ରହ

ରାଉରକେଲା: କରୋନା ଚିକିତ୍ସା କାଳରେ ପ୍ଲାଜମା ଦାନକୁ ନେଇ ଉତ୍ସାହିତ କଲା ଭଳି ଖବର । ଦୁଇ ମାସ ଭିତରେ ରାଉରକେଲା ଆଇଜିଏଚ୍ ପ୍ଲାଜମା ବ୍ୟାଙ୍କରୁ ସଂଗୃହୀତ ହୋଇଛି ୧୦୪ ୟୁନିଟ୍ ପ୍ଲାଜମା । ଯାହାକି ରାଜ୍ୟରେ ସର୍ବାଧିକ । ଗତ ଜୁଲାଇ ୩୦ ତାରିଖରେ ରାଉରକେଲା ଆଇଜିଏଚରେ ରାଜ୍ୟର ତୃତୀୟ ପ୍ଲାଜମା…

ରାଜ୍ୟରୁ ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଭିତରେ ଜୀବନ ଯାଉଛି । ମୃତ୍ୟୁସଂଖ୍ୟା ୯ଶହ ପାର କଲାଣି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଜଣଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ୯୨୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । Regret to inform the demise of seventeen…