Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ…

ଓଡ଼ିଶାର ଲୋକ ନୃତ୍ୟ ‘ଛଉ ନାଚ’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ଧାରଣା, ଆସନ୍ତାକାଲି ଘଣ୍ଟ ବାଡେଇ ପ୍ରତିବାଦ

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ଉଠିଲା ସ୍ୱର । ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଲେ ସେବାୟ । ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ସେପଟେ କାଲିଠୁ ମନ୍ଦିର…

ମୋବାଇଲରେ ଗେମ୍ ଖେଳିବାକୁ ମନାକରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର !

ଯାଜପୁର: ମୋବାଇଲ ଗେମ ନେଇଛି ଆଉ ଏକ ଜୀବନ । ଗେମ ଖେଳିବାକୁ ମନା କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ । ସୂଚନୁସାରେ, ବିଂଝାରପୁର ବ୍ଲକ୍ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର…

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।…

ଡାକ୍ତରଙ୍କ ପରାମର୍ଶ ନେଇ ଫାଭିପିରାଭିର ଟାବଲେଟ ଖାଇବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଫାଭିପିରାଭିର ଟାବଲେଟ ଖାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୋମବାର ମୁଖ୍ୟ ଶାସନ ସଚିନ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ନିଷ୍ପତି…

ଅନଲାଇନରେ ଶିଖିଲେ ଡକାୟତି; ଶୁଝିଲେ ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଦୁଇଟି ବ୍ୟାଙ୍କରେ ଡକାୟତି ମାମଲାରେ କମିଶନରେଟ ପୋଲିସ ସୋମବାର ଦିନ ଜଣଙ୍କୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତଲ ଗାଁର +୨…

ଓଡିଶାରୁ ସୁସ୍ଥ ହେଲେ ଆଉ ୪୦୯୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୦୯୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ଛଡ଼ା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ ସୁନଗୁଡା ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ…

ଆଇଓସିଏଲ ଠିକାଦାରଙ୍କ ଆନ୍ଦୋଳନ; ବକେୟା ଟଙ୍କା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ପାରାଦ୍ବୀପ: ଦିର୍ଘ ୨ ବର୍ଷ ହେବ ସବ୍ କଣ୍ଟ୍ରାକ୍ଟର ଙ୍କ ୧୨ କୋଟି ରୁ ଊର୍ଦ୍ଧ୍ବ ଟଙ୍କା ଦେଉନାହିଁ ଆଇଓସିଏଲ। ବାରମ୍ବାର ଅଭିଯୋଗ କରିବା ପରେ ଏବେ ଧାରଣାରେ ବସିଛନ୍ତି ୪୨ ଜଣ ସବ କଣ୍ଟ୍ରାକ୍ଟର ।ବର୍ଷା ସତ୍ତ୍ବେ ୪୨ କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୧୭…