Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା କଟକଣା: ଅପରାହ୍ଣ ୨ଟା ପରେ ଏହି ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ

କେନ୍ଦ୍ରାପଡା: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଣାୟତ୍ତ ହେଉଛି । କେନ୍ଦ୍ରାକଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଆଜିଠାରୁ…

ଟ୍ୱିନସିଟିରେ ପ୍ରବଳ ବର୍ଷା: ଦିନ ୧୦ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଗତକାଲିଠାରୁ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ବି ଗତକାଲି ରାତିରୁ ବର୍ଷୁଛି । ପାଣିପାଗ ବିଭାଗ ସତର୍କ କରାଇଛି, ଟ୍ୱିନସିଟିରେ ଆଜି ପ୍ରବଳ ବର୍ଷା ହେବ । ଆଜି ଦିନ ୧୦ଟା ଯାଏଁ ଏଦି ହୁଇ ସହରରେ ପ୍ରବଳ ବର୍ଷିବ । ଘଣ୍ଟାକୁ…

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କୁଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ସହ…

ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ, ଆଜିଠୁ ଏସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହାପରେ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା । ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ଚାଲିଛି । ଆଜିଠୁ ୫ଟି ଜିଲ୍ଲା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୧୯

ଭୁବନେଶ୍ୱର: କୋଭିଡ-୧୯ରୁ ବୁଧବାର ଦିନ ୪୨୧୯ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଉଦ୍ଧାର ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୬୨୮ ଜଣ ଖୋର୍ଦ୍ଧା, ୪୯୪ କଟକରୁ, ୨୬୪ ପୁରୀରୁ, ୨୩୨ ଝାରସୁଗୁଡାରୁ, ୨୦୯ ଅନୁଗୁଳରୁ, ୧୬୩ ଜଗତସିଂହପୁରରୁ, ୧୬୧ କେନ୍ଦ୍ରାପଡାରୁ , ମୟୂରଭଞ୍ଜରୁ…

ରାଜଧାନୀରେ ବେଆଇନ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଏକ୍ସାଇଜ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ବୁଧବାର ସହରରେ ବହୁ ପରିମାଣର ବିଦେଶୀ ମଦ ଏବଂ ଦେଶୀ ମଦ ଜବତ କରିଛି ଅଧିକାରୀଙ୍କ ଏକ ଦଳ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସାଇଜ୍ ଅଧିକାରୀଙ୍କ…

ଉପନିର୍ବାଚନ ଖବର: ବାଲେଶ୍ଵର ସଦର ଓ ତିର୍ତ୍ତୋଲ ପାଇଁ ଦୁଇଗୋଟି କମିଟି ଗଠନ କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ତଦାରଖ ପାଇଁ ଓଡିଶା ବିଜେପି ସଭାପତି ସମୀର ମହାନ୍ତି ବୁଧବାର ଦୁଇଟି କମିଟି ଗଠନ କରିଛନ୍ତି। ବାଲେଶ୍ୱର ସଦର ପାଇଁ ୧୬ ଜଣିଆ କମିଟି ଗଠନ ହୋଇଥିବାବେଳେ ତିର୍ତ୍ତୋଲ ପାଇଁ ଗଠିତ କମିଟିରେ ୨୩ ଜଣ ସଦସ୍ୟ ଅଛନ୍ତି…

ପୁଅର କୁରାଢ଼ୀ ଚୋଟରେ ବାପାଙ୍କ ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଇଧର ବେହେରା (୭୨) । ଆଜି ପୂର୍ବାହ୍ନରେ…

ମହିଳା ଚାଷୀ ମୀନତିଙ୍କ ପାଇଁ ନୂଆ ସୁଯୋଗ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ

ବାଲେଶ୍ୱର: ବାଲିଆପାଳ ପୁରୁଲିଆ ଗାଁର ମହିଳା ଚାଷୀ ମୀନତି ପ୍ରଧାନ । ପ୍ରାୟ ଦୁଇ ଏକର ଜମିରେ ଖରିଫ ଋତୁରେ ଧାନ ଓ ରବି ଋତୁରେ ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଗତ ଖରିଫ ଋତୁରେ ପ୍ରାୟ ଏକ ଏକର ଧାନ କ୍ଷେତରେ ହଠାତ୍ ରୋଗପୋକ ଲାଗିଲେ । ପତ୍ରଗୁଡିକ ହଳଦିଆ ହୋଇଗଲା ।…

ରାଜ୍ୟର ଏହି ୧୪ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, କନ୍ଧମାଳ, ଦେଓଗଡ଼, ଅନୁଗୁଳ, ସୋନପୁର,…