Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଓଡ଼ିଶାରେ ବିଜେପି ସରକାର ଗଠନ ଆଉ ବେଶି ଦୂର ନୁହେଁ’

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ସେ ଦିନ ଆଉ ବେଶି ଦୂର ନୁହେଁ ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚୁଆଲ ସମାବେଶରେ ଏହା…

ସେପ୍ଟେମ୍ବର ମାସରେ ଶନିବାର ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ ଓ ଟ୍ରିବ୍ୟୁନାଲ

କଟକ: ଚଳିତ ସେପ୍ଟେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶା ହାଇକୋର୍ଟ, ଏସମ୍ପର୍କିତ କାର୍ଯ୍ୟାଳୟ, ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଓ ଅଫିସ୍ ଗୁଡିକ ବନ୍ଦ ରହିବ । ଏସମ୍ପର୍କରେ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟ ୩୧…

ଛତିଶଗଡରେ ବସ୍ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ଛତିଶଗଡର ରାୟପୁରରେ ହୋଇଥିବା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ଓଡିଶା ଡିଜିପ ଅଭୟ । ସୂଚନାନୁଯାୟୀ, ଛତିଶଗଡର ଛେରୀଖେଦି ଅଞ୍ଚଳରେ ଆଜି ସକାଳ ପ୍ରାୟ ୮ଟା ୩୦ମି. ସମୟରେ ଏକ ଟ୍ରକ୍ ସହ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ…

୧୩ ବର୍ଷୀୟ ବାଳକ ସମେତ ରାଜ୍ୟରେ ଆଉ ୭ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୭ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଞ୍ଜାମରୁ ୧, ଖୋର୍ଦ୍ଧାରୁ ୧,…

ଆଜି ରାଜ୍ୟରେ ୩୫୪୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଓ ମୟୂରଭଞ୍ଜରେ ବେକାବୁ

ଭୁବନେଶ୍ୱର: ଖୋର୍ଦ୍ଧା ପରେ ମୟୂରଭଞ୍ଜ କୋରନାର ନୂଆ ହଟସ୍ପଟ୍ । ଖୋର୍ଦ୍ଧାରେ କରୋନା ବ୍ରେକ ଫେଲ୍ । ମୟୂରଭଞ୍ଜରେ ମାଡୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୫୪୩ ନୂଆ କରୋନା ଆକ୍ରାନ୍ତ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ ହଜାର ୧୬୧ ଓ ଲୋକାଲ୍…

ରାୟପୁର ଟ୍ରାଜେଡି: ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ ଚେରିଖେଡି ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ…

ପରଲୋକରେ ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇ

ଭୁବନେଶ୍ୱର: ଆଉ ନାହାନ୍ତି ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇ । ଗତକାଲି ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

ରାଜ୍ୟରେ ୨୦ ଲକ୍ଷ ଟପିଲା କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲଛି କୋଭିଡ୍ ଟେଷ୍ଟ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କର ନମୁନା ପରୀକ୍ଷା କରାଗଲାଣି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୫୦ ହଜାର ୬୬୩ ଟେଷ୍ଟିଂ କରାଯାଇଛି । ଆଣ୍ଟିଜେନରେ ୪୩ ହଜାର ୬୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ RT-PCରେ ୬…

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ରାୟପୁର: ଅଶୁଭ ଶନିବାର । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍ ରାୟପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ସକାଳୁ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା । ରାୟପୁଟ ନିକଟ ଚେରିଖେଡି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।…

‘ଗୁରୁ ଦିବସ’ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦି ଓ ନବୀନ

ଭୁବନେଶ୍ୱର: ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମ ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇଥାଏ । ଏହିଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ । https://twitter.com/Naveen_Odisha/status/1302070330337366016?s=20…