Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସ୍କାରେ ଖୋଲିଲା କୋଭିଡ କେୟାର ସେଣ୍ଟର

ବ୍ରହ୍ମପୁର: ଆସ୍କାରେ ୫୦ ଶଯ୍ୟା ବିଶିଷ୍ଟ ଅକ୍ସିଜେନ୍ ସପୋର୍ଟ ସହ ଉତ୍ସର୍ଗୀକୃତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି। ଏହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବୃଦ୍ଧି କରିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୁଷ୍ଠରୋଗୀ ହସ୍ପିଟାଲ ବିଲଡିଂରୁ ଏହି କୋଭିଡ…

ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ସାଧାରଣ ଜୀବନ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ , ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିର ଉପୁଜିଲାଣି । ପ୍ରବଳ…

କୋଭିଡ ମୁକାବିଲା: ବ୍ରହ୍ମଗିରି ବାସିନ୍ଦାଙ୍କ ସେବାରେ ଦୁଇ ଆମ୍ବୁଲାନ୍ସ ଲୋକାର୍ପିତ

ବ୍ରହ୍ମଗିରି: ସ୍ୱାଧୀନତା ଦିବସ ଅବସର ରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖ ରେ କୋଭିଡ ୧୯ ପରିସ୍ଥିତି ର ମୁକାବିଲା ପାଇଁ ୨ ଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇ ଯାଇଛି I ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ…

ଶ୍ରୀଜୀଉଙ୍କ ମାର୍କଣ୍ଡରେ କାଳୀୟଦଳନ ଏକାଦଶୀ ନୀତି

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ଯଦୁକୁଳ ନଳୀନ ଦିନେଶ ଜୟ ଜୟ ଦେବ ହରେ ” କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ "କାଳୀୟବିଷଧର" ଗନ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ ଲାନ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ…

ଲୋକାର୍ପିତ ହେଲା ନାଇନ୍ଥ-ସେମ୍‌’ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସୁସଙ୍ଗଠିତ କରିବା ନେଇ ଆରମ୍ଭ ହୋଇଥିବା ‘ନାଇନ୍ଥ-ସେମ୍‌' ଷ୍ଟାର୍ଟଅପ୍ ସ୍ୱାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଯାଇଛି । ଆବଶ୍ୟକୀୟ ଶିକ୍ଷା ଅଭାବରୁ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ…

୩୧ ଯାଏଁ ରାଜଗାଙ୍ଗପୁରରେ ଲାଗିଲା କଟକଣା

ସୁନ୍ଦରଗଡ : ରାଜଗାଙ୍ଗପୁର ମ୍ୟୁନିସାପାଲିଟି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ୩୧ ଯାଏଁ କଟକଣା ଜାରି ହୋଇଛି । ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦିନ ଦୁଇଟା ପରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ରୋକ୍…

[ଭିଡ଼ିଓ] ସ୍ୱାଧୀନତା ଦିବସରେ ୨ ଛାତ୍ରଙ୍କ ଜଳସମାଧି

ଜଗତସିଂହପୁର: ପାଣିରେ ବୁଡି ପ୍ରାଣ ହରାଇଲେ ଦୁଇ ଛାତ୍ର।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ତୁଳଙ୍ଗ ଗ୍ରାମରେ। ମୃତ ୨ ଛାତ୍ର ହେଉଛନ୍ତି ତୁଳଙ୍ଗ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ବିଶ୍ୱାଳ ଓ ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ୱାଳ। ଏହି ଦୁଇ ଛାତ୍ର…

[ଭିଡ଼ିଓ] ଭୁବନେଶ୍ୱରର ଏକ ସ୍କୁଲ ପାଇଁ ହରିହରନ ଗାଇଲେ ସ୍କୁଲ ଆନଥେମ୍

ଭୁବନେଶ୍ୱର: ସୁନ୍ଦରପୁର ସ୍ଥିତ ୱିସ୍‌ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ସ୍କୁଲର ସଙ୍ଗୀତ(ଆନଥେମ୍‌)କୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ସଙ୍ଗୀତ ଜରିଆରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା, ତ୍ୟାଗ ଓ ଲକ୍ ଡାଉନ ଓ ସଟ୍ ଡାଉନ ବେଳେ ଛାତଛାତ୍ରୀଙ୍କ ଧୈର୍ଯ୍ୟକୁ…

[ଭାଇରାଲ ଭିଡ଼ିଓ] ପାଣିସୁଅରେ ଭାସିଗଲା ମିନି ଟ୍ରକ: ପହଁରି ପହଁରି ଜୀବନ ରକ୍ଷାକଲେ ଡ୍ରାଇଭର ଓ ହେଲପର

ମାଲକାନଗିରି: ଦୀର୍ଘ ଚାରିପାଞ୍ଚ ଦିନର ଲଗୁଚାପଜନିତ ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି । ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ମୁଖ୍ୟରାସ୍ତା କାଙ୍ଗୁରୁକୋଣ୍ଡା ପୋଲ ନିକଟରେ ଏକ ମିନି ଟ୍ରକ୍ ଆଜି ସକାଳେ ଏହି ବର୍ଷା ପାଣିର ଲହରୀ ଭାସୁଥିବା ଦେଖିବାକୁ ମିଳିଥିଲା । କାଙ୍ଗୁରୁକୋଣ୍ଡା ପୋଲ…

ଆସନ୍ତା ୧୯ ରେ ଆଉ ଏକ ଲଘୁଚାପ: ଏହିସବୁ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଲୋ ପ୍ରେସର’ରେ ପରିଣତ ହୋଇଛି। ବର୍ତ୍ତମାନ ଏହା ସମୁଦ୍ର ପତ୍ତନଠାରୁ ୯.୫ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାରିତ ହେବା ସହ ପଶ୍ଚିମ-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାସହ ୧୯ ଅଗଷ୍ଟରେ ଉତ୍ତର ବଙ୍ଗୋପସାଗରରେ ଏକ…