Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋର୍ଦ୍ଧା ଜିଲ୍ଲାରେ କରୋନାର ଲମ୍ବା ଡିଆଁ, ଏକାଥରକେ ଚାରି ଶହ ପାର

ଖୋର୍ଦ୍ଧା: କରୋନା କାୟା ଖୋର୍ଦ୍ଧା ଜିଲ୍ଲାରେ ମାଡ଼ି ଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗୋଟିଏ ଦିନରେ ଏକାଥରରେ ଚାରି ଶହ ପାର କରିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୪୮୮ ନୂଆ ଆକ୍ରାନ୍ତ । ଏପର‌୍ୟ୍ୟନ୍ତ ସବୁଠୁ ଅଧିକ । ଜିଲ୍ଲାରେ…

୨୪ ଘଣ୍ଟାରେ ସର୍ବାଧିକ ୨୯୨୪ ପଜିଟିଭ ସହ, ରାଜ୍ୟରେ ୬୦ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଅଣାୟତ୍ତ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୯୨୪ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୫୦ ରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୮୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୧୦୯ ଜଣ ସ୍ଥାନୀୟ…

ରାଜ୍ୟରେ ୫୦ ହଜାର ପାର୍ କଲା କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ଟେଷ୍ଟିଂ । ଗୋଟିଏ ଦିନରେ ୫୦ ହଜାର ପାର । ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାର ୭୯୫ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ରହିଛି ୧୦ ହଜାର ୨୪୦ RT-PCR ଓ ୪୨ ହଜାର ୪୧୪ ଆଣ୍ଟିଜେନ୍ ଟେଷ୍ଚ କରାଯାଇଛି । ଗତକାଲି ଅପେକ୍ଷା 5 ହଜାର ଅଧିକ ନମୁନା…

ରାତିରେ ହେଲା ବିସ୍ଫୋରଣ, ଉଡ଼ିଲା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମକୁନ୍ଦପୁରରେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଛାତ । ଆଖାପାଖରେ ଥିବା କୋଠା ଘର ବି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରେ ଏହି ବିସ୍ଫୋରଣ ହୋଇଛି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ବାଣ ତିଆରି ବେଳେ ବିସ୍ଫୋରଣ ହୋଇଥିବା…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ସିନେ-ସମ୍ପାଦକ ଦେବେନ ମିଶ୍ର

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର। ଶନିବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଦେବେନ…

ମାଲକାନଗିରି ଉବୁଟୁବୁ, ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ହାଲ୍ ବେହାଲ୍ । ଚାରି ଦିନ ହେବ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଲାଗି ରହିଛି । ପାଙ୍ଗମ, ପୋଟେରୁ, କାଙ୍ଗରକୋଣ୍ଡା, ଏମଭି-୩୭ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ପୋଟେରୁ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ; ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖୁଣ୍ଟାପଡ଼ା ଗାଁ ଜଙ୍ଗଲରେ ଘଟିଛି ଏକ ଦୁର୍ଘଟଣା। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସୂଚନା। ଘଟଣାସ୍ଥଳରେ ହିଁ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି: ସାରାରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଜାରି ରହିଛି ବର୍ଷ। ଚାରିଦିଗ ଜଳମୟ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି…

ବାଲେଶ୍ଵରରେ ବିଷାକ୍ତ ଖାଦ୍ୟ ଖାଇ ୩୫ ଅସୁସ୍ଥ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅନ୍ତର୍ଗତ ତୋଟପଡା ଠାରେ ବିଷାକ୍ତ ଖାଦ୍ୟ ଖାଇ ୩୫ ଜଣ ଅସୁସ୍ଥ। ସୂଚନାନୁସାରେ, ଶନିବାର ରାତିରେ ଆୟୋଜିତ ଏକ ଭୋଜିରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଲୋକଙ୍କୁ ନିକଟସ୍ଥ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ଶିଶୁଙ୍କ ପୋଷଣ ସାଧନ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ‘ମାଣ୍ଡିଆ ଲଡୁ’ ବଣ୍ଟନ

ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍…