Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ପୂର୍ବରୁ ନିଜେ ଲେଖିଥିଲେ ସୁଇସାଇଡ୍ ନୋଟ୍ । ଆସିଲା ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ ନୋଟରେ ଲେଖା ଥିବା ହାତ ଲେଖା ମେଳ ଖାଉଛି । ଏହି ସୂଚନା ଦେଇଛନ୍ତି ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ…

ଗର୍ଭବତୀ ମହିଳାଙ୍କଠାରୁ ୧୪ ସଂକ୍ରମିତ ଚିହ୍ନଟ; ସିଲ ହେଲା ରାଜଧାନୀର ଆଉ ଏକ ବସ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନାୟପଲ୍ଲୀ ଆଇଆରସି ଭିଲେଜ୍‌ ନିକଟସ୍ଥ ଗଣପତି ବସ୍ତିରୁ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ୧୪ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ମହିଳାଙ୍କ ପାଖ ପଡୋଶୀ ହୋଇଥିବା ବେଳେ ଦୁଇ ଜଣ…

ଟ୍ରିପଲ ମର୍ଡର: ବାପା, ମାଆ ଓ ପୁଅକୁ ନିର୍ମମ ହତ୍ୟା

ସୋନପୁର: ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ 25 ବର୍ଷର ପୁଅ । ଘର ଭିତରୁ ସେମାନଙ୍କପ ମୃତଦେହ ମିଳିଛି । ବିନିକା ଅଞ୍ଚଳ ସିଲାଟି ଗାଁରେ ଘଟିଛି ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡ । ପାରିପାର୍ଶ୍ୱିତ ସ୍ଥିତି ଓ…

ସଂକ୍ରମଣ ଭୟ: ୨ ଜିଲ୍ଲାରେ ସିଲ ହେଲା ବିଭିନ୍ନ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ଶହ ଶହ ଆକ୍ରାନ୍ତ। ପ୍ରତ୍ୟେକ ଦିନ ପ୍ରାୟ ବିଭିନ୍ନ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ…

ଭୁବନେଶ୍ୱରରେ ପ୍ରତିଦିନ ହେବ ୨୦୦୦ କୋଭିଡ ଟେଷ୍ଟ !

ଭୁବନେଶ୍ୱର: ରାଜଧାନୀରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ନିମନ୍ତେ ରାଜଧାନୀ ସମେତ ୪ ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅବଧି ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦିନକୁ ପ୍ରାୟ ୨୦୦୦ କୋଭିଡ…

ପୁରୀ ଜିଲ୍ଲାରୁ ଗିରଫ ହେଲେ ୫ ଦୁର୍ଦ୍ଦାନ୍ତ ଅପରାଧୀ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ମିଳିଥିବା ସୂଚନା ଅନୁସାରର, ଅନେକ ଦିନ ହେବ ଏମାନେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ଲୁଟ୍ କରୁଥିଲେ । କୌଶଳ କ୍ରମେ ସ୍ଥାନୀୟ ପୁଲିସ ଏହି ୫ ଅପରାଧୀଙ୍କୁ ଗିରଫ…

ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ

ବାଲେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାର୍କେଟରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ଜୁଲାଇ ୨୫ ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୨୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଦକ୍ଷିଣ-ପାଶ୍ଚୁମ ମୌସୁମୀ ଓଡିଶା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲାକୁ ୨୫ ତାରିଖ…

ବୌଦ୍ଧ ଓ କେନ୍ଦୁଝର ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କିଭଳି ଓ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ? ଦୁଇଟିଯାକ ହାତୀ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା…

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ…