Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରେ ୧୦ ଦିନିଆ ସଟଡାଉନ୍ ଘୋଷଣା

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁର ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ୧୦ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା ସୂଚନା ଦେଇ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧…

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

ଗଜପତି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତେଣୁ ବ୍ରହ୍ମପୁର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସେ ପାରଳାଖେମୁଣ୍ଡି…

ବ୍ରହ୍ମପୁରରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର: ଓଡ଼ିଶାରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ଏହାର ପ୍ରଭାବରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩ ଅଙ୍କ ଛୁଇଁଛି । କରୋନା ଦାଉରୁ ଗୁରୁତର ଆକ୍ରାନ୍ତଙ୍କୁ ରକ୍ଷା କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ପ୍ରଥମେ କଟକ ଏସସିବିରେ ଏହି ଚିକିତ୍ସା ପଦ୍ଧତି…

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ,…

ଭଦ୍ରକରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ଚିହ୍ନଟ ୧୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୯୩ କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ବି ଲୋକାଲ୍ କେସ୍ ଚିହ୍ନଟ ହୋଇନଥିବା ବେଳେ ଚିହ୍ନଟ ୧୨ ଜଣ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରର ବୋଲି ସୂଚନା ମିଳିଛି ।…

ଓଡ଼ିଶାର ୧୪ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା

ଭୁବନେଶ୍ୱର: କରୋନା କାୟା ମାଡୁଛି । ମୁଣ୍ଡ ବି ନେଉଛି । ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୩ ଜଣ ଭୂତାଣୁ ସଂକ୍ରମିତ ମୃତ୍ୟୁବରଣ କଲେଣି । ରାଜ୍ୟର ୧୪ ଜିଲ୍ଲାରୁ ମୁଣ୍ଡ ନେଇଛି ଭାଇରସ୍ । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼, ଗଜପତି,…

ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ନିବେଦିତ କରୋନା କ୍ରିଏଟିଭିଟି : ଘୋଷଣା ହେଲା ଟପ୍ ୨୦ ତାଲିକା

ଭୁବନେଶ୍ୱର : ଅଗ୍ରଣୀ ଡିଜିଟାଲ ଗଣମାଧ୍ୟମ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ଟପ୍ ୨୦ ତାଲିକା ପ୍ରକାଶ ପାଇଛି । ଟପ୍ ୨୦ ରେ ସ୍ଥାନ ପାଇଥିବା ପ୍ରତିଯୋଗୀମାନେ ହେଲେ - ସଙ୍ଗୀତଗାନରେ ଭୁବନେଶ୍ୱରର ମୌମିତା ଦେ ରୟ, ଶାଶ୍ୱତୀ…

ରାଜ୍ୟରେ ସେଞ୍ଚୁରୀ ମାରିଲା କରୋନା ମୃତ୍ୟୁ ସଂଖ୍ୟା, ଆଜି ଆଉ ୬ ମୃତ

ଭୁବନେଶ୍ୱର: ରାଜ୍ୟରେ ଶହେ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ୬ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା, କଟକ, ଗଜପତି. ଜଗତସିଂହପୁର, ରାୟଗଡ଼ା ଓ ଖୋର୍ଦ୍ଧା…

ବଢୁଛି ଚିନ୍ତା: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୨୭ ବଖରା ଘର

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିଆମତପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୯ଟି ପରିବାରର ୨୭ ବଖରା ଜଳି ପାଉଁଶ ହୋଇଯାଇଛି। ଏହାସହ ସୁନାଗହଣା, ନଗଦ ଟଙ୍କା ସହ ସବୁ କିଛି ପୋଡି ଧ୍ୱଂସ ହୋଇଯାଇଛି । ଫଳରେ ୧୯ଟି ପରିବାର ଏବେ ବାସହରା ହୋଇ…