Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶବ ସତ୍କାର ପାଇଁ ୭୫୦୦

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ…

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରାୟଗଡା, ଗଜପତି, ବାଲେଶ୍ୱର, ନୂଆପଡା, ବଲାଙ୍ଗିର,…

ଅରିନ୍ଦମ ଚୌଧୁରୀଙ୍କ ଶ୍ରୀଜଗନ୍ନାଥଙ୍କ ଉପରେ ମନ୍ତବ୍ୟ ନେଇ ଭକ୍ତମାନେ କ୍ଷୁବ୍ଧ

ପୁରୀ: ଆଇଆଇପିଏମ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ ଜଣେ ପ୍ରତିଷ୍ଠିତ ଲେଖକ । ମାତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେ ଯେଉଁ ଭଳି ଭାବେ ଉପସ୍ଥାପନ କରିଛନ୍ତି ସେଥିନେଇ ବିବାଦ ଜୋର ଧରିଛି । ଶ୍ରୀଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଡାକ୍ତରମାନେ ଯାଂଚ କରିବା ଫଟୋ ଟୁଇଟ କରି ସେ ଲେଖିଛନ୍ତି ଭକ୍ତଙ୍କୁ…

ଗୋସ୍ୱାମୀ ପ୍ରେସର ପ୍ରତିଷ୍ଠାତା ଦିବାକର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ଗୋସ୍ୱାମୀ ପ୍ରେସର ପ୍ରତିଷ୍ଠାତା ଦିବାକର ମିଶ୍ର । ସୋମବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ବାଡଗଡ ସ୍ଥିତ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କ…

ସମ୍ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯…

କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ମଳିିବ ପ୍ରୋତ୍ସାହନ ରାଶି । ରାଜ୍ୟର କୋଭିଡ୍ ହସ୍ପିଟାଲ ରେ କାର‌୍ୟ୍ୟରତ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କାମ କରୁଥିବା ଡାକ୍ତର, ନର୍ସ, ଲାବୋରଟୋରି ଟେକ୍ନିସିଆନ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ…

‘ହେଲିକପ୍ଟରରେ ଉଡି ବିଧାୟକ କରୁଛନ୍ତି ଖର୍ଚ୍ଚ କାଟ୍‌’

ଭୁବନେଶ୍ୱର: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଂଜୟ ଦାସ ବର୍ମା । ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି,  କରୋନା ସମୟରେ ଖର୍ଚ୍ଚ କାଟ ପାଇଁ…

ଭୁବନେଶ୍ୱରରେ ୬ ଶହ ଟପିଲା ଆକ୍ଟିଭ କେସ୍‌; ଆଉ ନୂଆ ୪୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଫେବ୍ରୁଆରୀରେ ଆସିପାରେ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ କୋଭିଡ-୧୯ ଟିକା । ଆନିମଲ ଉପରେ ଭ୍ୟାକସିନ ଟ୍ରାଏଲ ସଫଳତା ହେବା ପରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।…

୧୦ଟି କମ୍ପାନୀର କରୋନା ଔଷଧ ପରୀକ୍ଷା କରିବ ILS

ଭୁୁବନେଶ୍ୱର: ଓଡିଶାରେ ୧୦ କରୋନା ଔଷଧର ପରୀକ୍ଷା ହେବ । ଦେଶର ୧୦ଟି କମ୍ପାନୀର କୋଭିଡ୍ ଔଷଧ ପରୀକ୍ଷା କରିବ ILS । ଔଷଧ ଆକ୍ରାନ୍ତଙ୍କଠାରେ କିଭଳି କାମ କରୁଛି ସେନେଇ ପରୀକ୍ଷା କରାଯିବ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଔଷଧର ପରୀକ୍ଷା ହେବ । ଭୁବନେଶ୍ବର ILS ପରୀକ୍ଷାଗାରରେ ହେବ…