Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକ କ୍ୱିଂଟାଲରୁ ଅଧିକ ଗଂଜେଇ ଜବତ, ୪ ଗିରଫ

ଜୟପୁର: ଜୟପୁର ସଦର ପୋଲିସକୁ ମିଳିଛି ବଡ ସଫଳତା । ଆଜି ଏକ କ୍ୱିଂଟାଲରୁ ଅଧବକ ଗଂଜେଇ ଜବତ କରିଛି ପୋଲିସ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଜୟପୁର କୋରାପଟୁ ଘାଟିର ମନ୍ଦିର ନିକଟରୁ ଏକ ଟ୍ରକ୍‌ରେ ଗଂଜେଇ ଲୋଡିଂ ହୋଇଥିବା ବେଳେ…

କାଲିଠୁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୨ ଦିନ ପାଇଁ ନବରଙ୍ଗପୁରକୁ ସଟଉଡାଉନ୍ ଘୋଷଣା ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । କାଲି ସକାଳ ୫ଟାରୁ ୨୨ ତାରିଖ ଯାଏଁ ଏହି ସଟଡାଉନ୍ ଘୋଷଣା ହୋଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା…

ଚିନ୍ତା ବଢ଼ାଉଛି ଲୋକାଲ୍ କେସ, ୭ ଦିନରେ ୧୪୮୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାଡ଼ି ମାଡ଼ି ଚାଲିଛି । ୧୮ ହଜାର ଡେଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଖୋର୍ଦ୍ଧା, କଟକ, ଯାଜପୁରରେ କାୟା ବିସ୍ତାର କରୁଛି କରୋନା । ଜୁଲାଇରେ ଟେନସନ୍ ହୋଇଛି ଲୋକାଲ କେସ । ପ୍ରତିଦିନ ଗଣ୍ଡା ଗଣ୍ଡା ଲୋକାଲ୍ କଣ୍ଟାକ୍ଟ…

କରୋନାର କରୁଣ ଚିତ୍ର, ଶବକୁ ମିଳିଲାନି କାନ୍ଧ

ଗଞ୍ଜାମ: କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି କାନ୍ଧ । ସଂକ୍ରମଣ ଭୟରେ କେହିବି ପାଖ ତଡ ମାଡିଲେନି । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍‌ଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯୫ ପୋଲିସ

କଟକ: କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଥିବା ୯୫ ପୋଲିସ୍ କର୍ମଚାରୀଙ୍କୁ ସୋମବାର ଦିନ ଓଡିଶା (ଡିଜିପି) ଅଭୟ ସୋମବାର ଦିନ ପ୍ରଶଂସା କରିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ଡିଜିପି ।…

ଟ୍ବିନସିଟିରେ ଦାୟିତ୍ଵ ନେଲେ ୨ ନୂଆ ଡିସିପି

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଉମାଶଙ୍କର ଦାଶ ଏବଂ ପ୍ରତୀକ ସିଂ ସୋମବାର ଦିନ ଭୁବନେଶ୍ୱର ଓ କଟକ ପୋଲିସର ନୂଆ ଡେପୁଟି କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନୂଆ ଡିସିପି ଉମାଶଙ୍କର ଦାଶଙ୍କୁ…

କଟକରେ ୩୨ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ସୋମବାର ଦିନ ୩୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨୪୩ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ରାଉରକେଲାରୁ ଚିହ୍ନଟ ନୂଆ କରୋନା ଆକ୍ରାନ୍ତ ସମ୍ପର୍କରେ ଜାଣନ୍ତୁ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

୩୯ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୨୩୯ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ…

ଗୁଣିଗାରେଡି ନେଲା ଦମ୍ପତ୍ତିଙ୍କ ଜୀବନ !

ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ କାଣ୍ଡ। ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ସନ୍ଦେହ। ଏବେ ବି ଲୋକଙ୍କ ମନରେ ଲୁଚି ରହିଛି ଅନ୍ଧବିଶ୍ୱାସ । ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି…