Latest Odisha News

BREAKING NEWS

Browsing Category

ଓଡିଶା

Odisha

Kesinga SDPO:କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌;୧୫ ଦିନ ମଧ୍ୟରେ ରିପୋର୍ଟ ତଲବ…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ନର୍ଲ୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ।୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏସଡିପିଓ ଓ ତାଙ୍କ ଅଧୀନସ୍ଥ…

ବନ୍ୟା ମୁକାବିଲାକୁ ଜୋରଦାର କଲେ ରାଜ୍ୟ ସରକାର: ରିଲିଫ୍ ବଣ୍ଟନରେ ଯେପରି ଟିକିଏ ବି ତ୍ରୁଟି ନରହେ, ଜିଲ୍ଲାପାଳମାନଙ୍କୁ…

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି କାରଣରୁ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ପ୍ରକାର ଅବହେଳା କିମ୍ବା ତ୍ରୁଟି…

ମହାନଦୀରେ ମଧ୍ୟମ ଧରଣର ବନ୍ୟା: ଆଜି ସନ୍ଧ୍ୟାରେ ମୁଣ୍ଡଳୀ ଅତିକ୍ରମ କରିବ ୯.୫ ଲକ୍ଷ କ୍ୟୁସେକ୍ ଜଳ, ଆସନ୍ତା ୨ ଦିନ ଅତି…

ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଏବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀ ବ୍ୟାରେଜ୍ ଦେଇ 'ପିକ୍ ଫ୍ଲଡ୍' ବା ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ସନ୍ଧ୍ୟା ବେଳକୁ ମୁଣ୍ଡଳୀ ଦେଇ ପ୍ରାୟ ୯ ଲକ୍ଷ…

ଆସନ୍ତା ୩ ଦିନ ରାଜ୍ୟରେ କମିବ ବର୍ଷାର ପରିମାଣ, ଅଗଷ୍ଟ ୨ରୁ ପୁଣି ଫେରିବ ଲଗାଣ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ଲାଗିରହିଥିବା ପ୍ରବଳ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। ତେବେ ଏହି ଆଶ୍ୱସ୍ତି ଅଧିକ ଦିନ ରହିବ ନାହିଁ। ଆସନ୍ତା ଅଗଷ୍ଟ ୨ ତାରିଖରୁ ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବ…

Farmer rescue: ତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ । ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୁଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇ ହଠାତ୍…

କାଣୀ ନଦୀରେ ୨ଟି ଘାଇ;ଗାଁରେ ପଶିଲା ବନ୍ୟା ପାଣି

ଦଶରଥପୁର:ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି । ଫଳରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଉଛି । ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର,…

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ବର୍ତ୍ତମାନ ୫ଟି ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି ।…

ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି;ଉପସ୍ଥିତ ରହିବେ ଶିକ୍ଷକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ୩୧ ତାରିଖ ଯାଏଁ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି। ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ…

ଭାଙ୍ଗିଲା କାନପୁର କପର୍ ଡ୍ୟାମ୍…ବାଜିଲା ସାଇରନ;ଜଗି ରହିଛନ୍ତି ପୋଲିସ ପ୍ରଶାସନ

ବଡ଼ବିଲ:କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଲା । ଗୁରୁବାର ସକାଳ ପ୍ରାୟ ୭ଟା…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମାମଲା: ରିପୋର୍ଟ ତଲବ କଲେ ଡିଇଓ

ପୁରୀ: ଡେଲାଙ୍ଗ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ମିଳିବା ଘଟଣା। ଏହାକୁ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ବିଇଓଙ୍କୁ ରିପୋର୍ଟ ମାଗିଲେ ଜିଲ୍ଲା ଶିକ୍ଷାଅଧିକାରୀ । ଏହାପରେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଚିନ୍ତା…