Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ଅବପାତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଶକ୍ତିଶାଳୀ ହେବା ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ସୂଚନା ଦେଇଛି ଯେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ 'ଗଭୀର ଅବପାତ'ରେ ପରିଣତ ହେବାର ସମ୍ଭାବନା…

ଭିଜିଲାନ୍ସ ଜାଲରେ PEO, ୬ ସ୍ଥାନରେ ଚଢାଉ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ସେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍…

ଓଡ଼ିଶା ଉପକୂଳରେ ଗ୍ୟାସର ଭଣ୍ଡାର ଠାବ, କୋଣାର୍କରୁ ୪୩ କିମି. ଦୂର…

ଭୁବନେଶ୍ୱର: ଓଏନଜିସି ଓଡ଼ିଶା ଉପକୂଳ ନିକଟସ୍ଥ ଗଭୀର ସମୁଦ୍ର ଅଞ୍ଚଳରେ ଥିବା ଏକ ଅନୁସନ୍ଧାନମୂଳକ କୂଅରେ ପ୍ରାକୃତିକ ଗ୍ୟାସ୍ ଠାବ କରିଛି। ରିପୋର୍ଟ ଅନୁଯାୟୀ, କୋଣାର୍କଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ଥିବା ମହାନଦୀ ଅବବାହିକାର MN-DW18-1-H-D କୂଅରେ ସେପ୍ଟେମ୍ବର ୧୮ ତାରିଖରେ ଏହି…

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ; ଗୋପାଳପୁରରୁ ୨୫୦ କିମି. ଦୂର, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଏକ 'ଗଭୀର ଅବପାତ'ର ରୂପ ନେଇଛି। ଏହି ସକ୍ରିୟ ପାଣିପାଗ ପ୍ରଣାଳୀ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଏବଂ କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ପ୍ରବଳ ବର୍ଷା ଆଶଙ୍କା; ଆଜିଠୁ ୨୪ ଯାଏଁ ଖୋର୍ଦ୍ଧାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଅବପାତ…

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ୨୦୨୬-୨୭ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍ ) ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଫର୍ ହାୟର ଏଡ୍ୟୁକେସନ୍ (ପିଜିଡିଏସ) ର ୨୨ତମ ସଂସ୍କରଣ, ୨୦୨୬-୨୭ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଏହି ସ୍କଲାରସିପ୍ ଇଞ୍ଜିନିୟରିଂ, ମେଡିସିନ୍, ଏସ ଟି ଇ ଏମ୍ ଏବଂ ଲିବରାଲ୍…

Heavy Rain Alert:ଆସନ୍ତାକାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ୍‌ ଛୁଟି;ଏପଟେ ଘରୁ ନବାହାରିବାକୁ ଗଞ୍ଜାମ…

ଜଗତସିଂହପୁର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା କରାଇବ । ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ…

Odisha SIR ends:ଓଡ଼ିଶାରେ ଶେଷ ହେଲା SIR,.ବାଦ ପଡିଲେ ଏତିକି ଭୋଟର…

ଭୁବନେଶ୍ବର: ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR ପରେ  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ ବାଦ ପଡ଼ିଛି । ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଏବେ…

Heavy rainfall alert:ଏହି ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି;ଭୂସ୍ଖଳନ ଭୟ ଥିବା ଅଞ୍ଚଳ ଉପରେ ନଜର

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୩ ଏବଂ ୨୪ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କାଲିଠୁ ୨୪ ଯାଏ ଗଜପତିରେ ସ୍କୁଲ ଓ…

Light gate Collapsed :ବିଶ୍ୱକର୍ମା ପୂଜାରେ ଅଘଟଣ, କାର ଉପରେ ଭାଙ୍ଗି ପଡ଼ିଲା ଲାଇଟ୍ ଗେଟ୍

ପାରାଦୀପ:ପାରାଦୀପ ବିଶ୍ୱକର୍ମା ପୂଜାରେ ଅଘଟଣ । ତୋରଣର ଲାଇଟ୍ ଗେଟ୍ କାର ଉପରେ ଭାଙ୍ଗି ପଡ଼ିଥିଲା।କାର ଚାଳକ ଓ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ପାରାଦୀପରେ ହଠାତ୍ ପବନ ଓ ବର୍ଷା ହୋଇ ଏଭଳି ଏକ ଅଘଟଣ ଘଟିଛି । ଜୟଦେବ ସଦନ ନିକଟ ଏଫସିଆଇ ୟୁନିଅନର ତୋରଣ ର ଲାଇଟ୍…